Browsing Tag

Farm acts

ଦିଲ୍ଲୀ ହିଂସାର ସୂତ୍ରଧର ଏହି ଅଭିନେତା ଓ ଗ୍ୟାଙ୍ଗଷ୍ଟର; ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ରହିଛି ଫଟୋ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ନାଁରେ ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡର ମୁଖ୍ୟ ସୂତ୍ରଧର ହେଉଛନ୍ତି ଅଭିନେତା ଦୀପ ସିଦ୍ଧୁ ଏବଂ ଗ୍ୟାଙ୍ଗଷ୍ଟର ଲଖା ସିଦ୍ଧାନା। ଏହି ଦୁଇଜଣଙ୍କୁ ନେଇ ଏବେ…
Read More...

କୃଷି ଆଇନ: ଆମେରିକାରେ ଥିବା ଭାରତୀୟ ଦୂତାବାସ ଆଗରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭ

ୱାଶିଂଟନ: କୃଷି ଆଇନକୁ ନେଇ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ୱାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ଖଲିସ୍ତାନୀ ସମର୍ଥକମାନେ ଏହି ବିକ୍ଷୋଭ…
Read More...

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଚାଷୀଙ୍କ ଆବେଗଭରା ଚିଠି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ରବିବାର ୬୦ ଦିନରେ ପହଞ୍ଚିଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ଦାବି ଶୁଣୁ ନାହାନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇବା ପାଇଁ ଜଣେ ଚାଷୀ…
Read More...

କୃଷି ଆଇନକୁ ଦେଢ଼ ବର୍ଷ ଯାଏ ସ୍ଥଗିତ ରଖିବାକୁ କେନ୍ଦ୍ରର ପ୍ରସ୍ତାବ; ମାନିଲେନି କୃଷକ, କାଲି ଶୁଣାଇବେ ନିଷ୍ପତ୍ତି

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ସରକାର ଏବଂ କୃଷକଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ସମାଧାନ ହୋଇପାରୁ ନାହିଁ। ବୁଧବାର ଏଥିପାଇଁ ସରକାର ଏବଂ କୃଷକଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। କିନ୍ତୁ ଏଥିରୁ କୌଣସି…
Read More...

ହେମା ମାଳିନୀଙ୍କୁ ଚାଷୀଙ୍କ ନିମନ୍ତ୍ରଣ ପତ୍ର: ପଞ୍ଜାବ ଆସି ଆମକୁ କୃଷି ଆଇନ ବିଷୟରେ ବୁଝାଅ, ଆମେ ଗସ୍ତ ଓ ରହଣୀ…

ଚଣ୍ଡୀଗଡ଼: ଉତ୍ତରପ୍ରଦେଶର ମଥୁରା ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀଙ୍କୁ ଚାଷୀମାନେ ନିମନ୍ତ୍ରଣ ପତ୍ର ପଠାଇଛନ୍ତି। ହେମାଙ୍କୁ ପଞ୍ଜାବ ଆସିବାକୁ ଚାଷୀମାନେ କହିଛନ୍ତି। ନିମନ୍ତ୍ରଣ ପତ୍ରରେ ଚାଷୀମାନେ ଲେଖିଛନ୍ତି…
Read More...

କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ୪ ଜଣିଆ କମିଟିରୁ ଓହରିଲେ ଭୂପିନ୍ଦର ସିଂହ ମାନ୍‌

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନଙ୍କ ଆନ୍ଦୋଳନ ଗୁରୁବାର ୫୦ ଦିନରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସତ୍ବେ କୃଷକମାନେ ଜିଦରେ ଅଟଳ ରହି ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ୩ଟି ଯାକ ଆଇନ…
Read More...

କୃଷକ ଆନ୍ଦୋଳନ: ୧୧ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ଆବେଦନ କରି ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣିକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଜଣେ ଆଇନଜୀବୀଙ୍କ ଦ୍ବାରା ରୁଜୁ…
Read More...

ବାହାରିଲାନି ନିଷ୍କର୍ସ: ଆଇନ ସଂଶୋଧନ ଲାଗି କମିଟି ଗଠନ ପ୍ରସ୍ତାବକୁ ଖାରଜ କଲେ କୃଷକ ପ୍ରତିନିଧି, ୮ରେ ପରବର୍ତ୍ତୀ…

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ  ଜାରି ରହିଥିବାବେଳେ ସୋମବାର ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ୮ମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। କିନ୍ତୁ ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରିପାରି…
Read More...

ଆଖି ବୁଜିଲେ ଆଉ ୨ ଚାଷୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଟିକରି ଏବଂ କୁଣ୍ଡଳୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରବଳ ଥଣ୍ଡାରେ ଚାଷୀମାନେ ଧାରଣା ଦେଇଛନ୍ତି। ତେବେ ଥଣ୍ଡା ସାଙ୍ଗକୁ ବର୍ଷା ହେବା ଯୋଗୁ ଆନ୍ଦୋଳନରତ ୨ ଚାଷୀଙ୍କ…
Read More...

କୃଷି ଆଇନ ବିରୋଧରେ କେରଳ ସରକାରଙ୍କ ସ୍ବତନ୍ତ୍ର ଅଧିବେଶନ; ମୁଖ୍ୟମନ୍ତ୍ରୀ କହିଲେ-କର୍ପୋରେଟ୍‌ ସଂସ୍ଥାଙ୍କ ହିତ ପାଇଁ…

ଥିରୁଭାନନ୍ଥପୂରମ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କେରଳ ସରକାର ଗୁରୁବାର ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି। ଅଧିବେଶନରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ…
Read More...