Browsing Tag

fani

ରଥାଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ ଶେଷ ହେବ -ପ୍ରତ୍ନତତ୍ୱ ବିଭାଗ ଡିଜି

ପୁରୀ .- ରଥାଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଭାରତୀୟ ପ୍ରତ୍ନତତ୍ୱ ବିଭାଗର ଡିଜି ଉଷା ଶର୍ମା ପ୍ରକାଶ କରିଛନ୍ତି । ଏବେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଛି । ଫନିରେ…
Read More...

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଲେ ‘ଫନି ମୁକାବିଲା ସମୁହ’ ପ୍ରତିନିଧି ଦଳ

ଭୁବନେଶ୍ଵର: ଓଡ଼ିଶାରେ ବାତ୍ୟା ‘ଫନି’ର ତାଣ୍ଡବ ପରେ ରିଲଇଫ ଏବଂ ଥଇଥାନ ପ୍ରକ୍ରିୟାକୁ ତ୍ଵାରାନ୍ବିତ କରିବା ପାଇଁ ‘ଫନି ମୁକାବିଲା ସମୁହ’ ନାମରେ ରାଜ୍ୟର ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ବୁଦ୍ଧିଜୀବୀ ଏକାଠି…
Read More...

ଆସନ୍ତା ଶନିବାର ଓ ରବିବାର ଖୋଲା ରହିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ଅତି ଭୀଷଣ ସାମୁଦ୍ରିକ ଝ଼ଡ ଫନି ଯୋଗୁଁ ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଏଠାରେ ରିଲିଫ୍‌ ଓ ପୁନରଉଦ୍ଧାର କାର୍ଯ୍ୟ ଚାଲିଛି । ଏଥିପାଇଁ ମେ ୧୧ ଓ ୧୨…
Read More...

ଫନି ପରବର୍ତ୍ତୀ ସତର୍କତା

ଭୁବନେଶ୍ବର : ଭୟଙ୍କର ବାତ୍ୟା ଫନି ପରେ ଏବେ ପ୍ରଭାବିତ ଅଞ୍ଚଳରେ ମହାମାରୀ ତଥା ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପୀବାର ସମ୍ଭାବନା ରହିଛି । ତେଣୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କର୍ତ୍ତୃପଙ୍କ ପକ୍ଷରୁ ବିଭିନ୍ନ…
Read More...

ଓଡ଼ିଶାରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ପାଇଁ ଆନ୍ଧ୍ର ପ୍ରଦେଶ ପଠାଇଲା ୨୦୦୦ ଓ  ତେଲଙ୍ଗାନା ୧୦୦୦ ବିଦ୍ୟୁତ…

ଭୁବନେଶ୍ୱର .- ଓଡ଼ିଶାରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ପାଇଁ ତେଲେଙ୍ଗାନା ସରକାର ବିଦ୍ୟୁତ ବିଭାଗର ୧୦୦୦ ଜଣ କର୍ମଚାରୀଙ୍କୁ ଓଡ଼ିଶା ପଠାଇଛନ୍ତି ।  ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଓଡ଼ିଶା ପାଇଁ ୧୫ କୋଟି ଟଙ୍କାର…
Read More...

୭୨ ଘଣ୍ଟା ମଧ୍ୟରେ  ରାଜଧାନୀରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ  ଓପିଟିସିଏଲ

ଭୁବନେଶ୍ୱର .-  ଅତି ଭୀଷଣ ସାମୁଦ୍ରିକ ଝଡ ଫନିର ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସହ ପୁରୀ ଓ କଟକର ବିଦ୍ୟୁତ ସରୋବରାହ ବ୍ୟବସ୍ଥା ପ୍ରଭାବିତ ହୋଇଛି ।  ପୁରୀ ଜିଲ୍ଲାରେ ବିଦ୍ୟୁତ ସରୋବରାହ ବ୍ୟବସ୍ଥା ସ୍ୱାଭାବିକ କରିବା…
Read More...

ଆକାଶ ମାର୍ଗରୁ ଫନି କ୍ଷୟକ୍ଷତି ଅଞ୍ଚଳ ବୁଲି ଦେଖିଲେ ମୋଦୀ

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ ଫନିର ପ୍ରଭାବରେ ପୁରୀ ସହ ଭୁବନେଶ୍ୱର, କଟକ ଓ ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଛି। ସୋମବାରରେ ଆକାଶ ମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା…
Read More...

ସୋମବାରରେ ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର.- ଅତି ଭୀଷଣ  ସାମୁଦ୍ରିକ ଝଡ ଫନିର ପ୍ରଭାବରେ  ପୁରୀ ସହ ଭୁବନେଶ୍ୱର, କଟକରେ ଅନେକ କ୍ଷୟକ୍ଷତି ହୋଇଛି । ଏହା ସହ ରାଜ୍ୟର ଅନେକ ଜିଲ୍ଲା ଫନି ଯୋଗୁଁ  ପ୍ରଭାବିତ ହୋଇଛି । ଫନି ପୁରୀରେ ଧ୍ୱସଂର ତାଣ୍ଡବ…
Read More...

୧୯୯୯ ମହାବାତ୍ୟା ମନେ ପକେଇଲା ଫୋନୀ

ଭୁବନେଶ୍ୱର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଫୋନୀ ଓଡ଼ିଶାରେ ତା’ର ତାଣ୍ଡବଲୀଳା ରଚିବା ପରେ ଓଡ଼ିଶା ଅତିକ୍ରମ କରିଛି। ଉପକୂଳ ଓଡ଼ିଶା ସମେତ ପୁରୀ, ଖୋର୍ଦ୍ଧା, ରାଜଧାନୀ ଭୁବନେଶ୍ୱର ଓ କଟକରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଫୋନି।…
Read More...

ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେ ଫୋନି ପରବର୍ତ୍ତୀ ପରିସ୍ଥିତି

ଭୁବନେଶ୍ୱର: ଫୋନି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମୀକ୍ଷା କରିଛନ୍ତି। ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି,…
Read More...