Browsing Tag

excise raid

ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଚୋରା ମଦ ସହ ୩ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ପାଟଣା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୬ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୩…
Read More...

ଖଣ୍ଡୁଆଳୀରେ ଅବକାରୀ ଚଢାଉ : ବିପୁଳ ପରିମାଣର ପୋଚ ନଷ୍ଟ,୨୪୦ଲିଟର ମଦ ଜବତ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡୁଆଳୀ ଏବଂ ଡାଳୁଆ ପାଖ ଜଙ୍ଗଲ ଅଞ୍ଚଳ ଜିଲ୍ଲାରେ ଚୋରା ଦେଶୀମଦ ରନ୍ଧନର ଏନ୍ତଡିଶାଳ ପାଲଟିଛି । ଅବକାରୀ ବିଭାଗ ଘନଘନ ଚଢାଉ କରି ଦେଶୀମଦ ରନ୍ଧନ କେନ୍ଦ୍ର ଯେତେ…
Read More...

ଅବକାରୀ ଚଢାଉ : ୭୭୯ଲିଟର ଦେଶୀମଦ ଜବତ,୪୨୦୦ଲିଟର ପୋଚ ନଷ୍ଟ

ଗୁରୁଡିଝାଟିଆ : ଜିଲ୍ଲା ସ୍ୱତନ୍ତ୍ର ଭ୍ରାମ୍ୟମାଣ ଅବକାରୀ ଦଳ ଓ ଆଠଗଡ ଅବକାରୀ ବିଭାଗ ଅଧିକାରୀଙ୍କ ମିଳିତ ଭାବେ ଆଜି ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଓର୍ଦା ନିକଟସ୍ଥ ଜଙ୍ଗଲରେ ଚଢାଉ କରାଯାଇଥିଲା । ରନ୍ଧନ କେନ୍ଦ୍ର…
Read More...

ଅବକାରୀ ଓ ପୁଲିସର ମିଳିତ ଚଢାଉ: ମଦ ଜବତ, ୩ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ମୋବାଇଲ ଟିମ୍ ଏବଂ ପୁରୁଣାକଟକ ପୁଲିସ ସହଯୋଗରେ ହରଭଙ୍ଗା ବ୍ଲକର ତିନୋଟି ପୃଥକ ପୃଥକ ସ୍ଥାନରେ…
Read More...

ହରଭଙ୍ଗା ; ୪୮ ଲିଟର ମଦ ଜବତ ,୩ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଂଚଳରେ ରବିବାର ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ତିନୋଟି ସ୍ଥାନରେ ଚଢଉ କରାଯାଇ ୪୮ଲିଟର ଦେଶୀ ମହୁଲି ମଦ ସହ ୩ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ମିଳିଥିବା…
Read More...

ପାଟଣା ଅବକାରୀ ବିଭାଗର ଚଢ଼ାଉ: ୨୨ ଲିଟର ମହୁଲି ମଦ ଜବତ, ୨ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ଆଜି ସାହାରପଡା ବ୍ଲକ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୨ ଲିଟର ଚୋରା ମହୁଲି ମଦ ଜବତ…
Read More...

ଅବକାରୀ ଚଢଉ : ୧୧୦ ଲିଟର ମଦ ଜବତ, ୩୫୦୦ ଲିଟର ପୋଚ ନଷ୍ଟ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ଡାଳୁଆ ନିକଟରେ ଅବକାରୀ ବିଭାଗର ଚଢଉ କରାଯାଇ ୧୧୦ ଲିଟର ସଦ୍ୟ ପ୍ରସ୍ତୁତ ମଦ ଜବତ କରାଯିବା ସହିତ ୩୫୦୦ଲିଟର ପୋଚକୁ ଜବତ କରାଯାଇଛି । ଏଥିସହିତ ମଦପାଇଁ ପ୍ରସ୍ତୁତ…
Read More...

ଅବକାରୀ ଚଢ଼ାଉ: ୮୬୨୦ କେଜି ପୋଚ ସହ ୬୩୮ ଲିଟର ମହୁଲି ମଦ ଜବତ

ପାଟଣା : ପାଟଣା ଅବକାରୀ ଥାନା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ବଡଧରଣର ଚଢ଼ାଉ କରାଯାଇଛି। ଏହି ସମୟରେ ମୋଟ ୮ ହଜାର ୬୨୦ କେଜି ପୋଚ ଓ ୬୩୮ ଲିଟର ମହୁଲି ମଦ ଜବତ କରାଯିବା ସହ ମଦ ରନ୍ଧାରେ ବ୍ୟବହୃତ ବହୁ…
Read More...

ମଦଭାଟିରେ ଅବକାରୀ ଚଢାଉ: ୯ ହଜାର କେଜି ପୋଚ ସହ ୭୦ ଲିଟର ମହୁଲି ମଦ ଜବତ

ପାଟଣା: କେନ୍ଦୁଝର ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଅବକାରୀ ବିଭାଗର ଭ୍ରାମ୍ୟମାଣ ଦଳ ଓ ପାଟଣା ଅବକାରୀ ବିଭାଗ ମିଳିତ ଭାବେ ଅଞ୍ଚଳରେ ଅବକାରୀ ଚଢାଉ ସମୟରେ ହୀରାପଶି ଓ…
Read More...

ଅବକାରୀ ଚଢାଉ: ୭୬ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ରାଇସୁଆଁ ପଞ୍ଚାୟତର ମାର୍ଦ୍ଦା ଗ୍ରାମ ବରବାହାଳି ସାହିରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି।…
Read More...