Browsing Tag

entertainment news

ଡାକ୍ତରଖାନାରୁ ଫେରିଲେ ମିଥୁନ, କହିଲେ- ଗାଳି କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଶନିବାର କଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ବିଶେଷ ସୂତ୍ରରୁ…
Read More...

ସାଇବର ଅପରାଧର ଶିକାର ହେଲେ ମହେଶ ବାବୁଙ୍କ ଝିଅ; ପୁଲିସର ତଦନ୍ତ ଜାରି

ହାଇଦରାବାଦ: ମହେଶ ବାବୁ ଓ ନମ୍ରତା ଶିରୋଦକରଙ୍କ ଝିଅ ସିତାରା ଘଟ୍ଟାମନେନୀ ସାଇବର ଅପରାଧର ଶିକାର ହୋଇଛନ୍ତି। ୧୧ ବର୍ଷୀୟା ସିତାରାଙ୍କର ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ କରାଯାଇଛି, ଯେଉଁଥିରେ ସେ ନିଜକୁ ମହେଶ…
Read More...

‘ପଠାନ୍‌’ ପରେ ନୂଆ ଫିଲ୍ମ ସହ ଫେରୁଛନ୍ତି ଜନ୍‌; ଶେୟାର କଲେ ପୋଷ୍ଟର ଓ ରିଲିଜ୍‌ ତାରିଖ

ମୁମ୍ବଇ: ଜନ୍‌ ଆବ୍ରାହମଙ୍କ ପାଇଁ ବର୍ଷ ୨୦୨୩ ଜବରଦସ୍ତ ଥିଲା, କାରଣ ଜାନୁଆରୀରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ସହ ତାଙ୍କ ଫିଲ୍ମ ‘ପଠାନ୍‌’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୧୦୦୦…
Read More...

ଆସିଲା ‘ଲାଲ ସଲାମ’ ଟ୍ରେଲର; ଦର୍ଶକଙ୍କ ଉତ୍ସାହ ବଢାଇଲା କପିଲ ଦେବଙ୍କ ଝଲକ୍‌

ହାଇଦରାବାଦ: ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ନିର୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ଲାଲ ସଲାମ’ ମୁକ୍ତିଲାଭ କରିବାକୁ ଆଉ ମାତ୍ର କିଛି ଦିନ ବାକି। ଇତି ମଧ୍ୟରେ ନିର୍ମାତା ଏହା ଟ୍ରେଲର ରିଲିଜ୍‌…
Read More...

ଅଭିନେତାରୁ ରାଜନେତା ସାଜିଲେ ଥଲପତି ବିଜୟ; ଘୋଷଣା କଲେ ଦଳର ନାଁ

ହାଇଦରାବାଦ: ତାମିଲ ସୁପରଷ୍ଟାର ଥଲପତି ବିଜୟ ଅଭିନୟ କ୍ଷେତ୍ରରେ ବିପୁଳ ସଫଳତା ହାସଲ କରିବା ପରେ ଏବେ ରାଜନୀତି ଜଗତରେ ପାଦ ଥାପିଛନ୍ତି। ଶୁକ୍ରବାର ସେ ତାଙ୍କ ଦଳର ନାମ ଘୋଷଣା କରିଛନ୍ତି। ନିଜ ଦଳର ନାଁ ତାମିଲଗା…
Read More...

‘କୁଛ୍ ଖଟ୍ଟା ହୋ ଯାଏ’ ଜରିଆରେ ବଲିଉଡ଼ରେ ପାଦ ଥାପିବେ ଗୁରୁ ରନ୍ଧାୱା; ଆସିଲା ଟିଜର୍‌

ମୁମ୍ବଇ: ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା ‘କୁଛ୍ ଖଟ୍ଟା ହୋ ଯାଏ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ପାଦ ଥାପିବାକୁ ଯାଉଛନ୍ତି। ମଙ୍ଗଳବାର ଏହାର ଟିଜର୍‌ ରିଲିଜ୍‌ ହୋଇଛି। ଏଥିରେ ସେ ଏକ ଅଜବ ପ୍ରେମ କାହାଣୀରେ ପ୍ରାଗଳ…
Read More...

୬୯ତମ ଫିଲ୍ମ ଫେୟାର ଆୱାର୍ଡ; ବାଜି ମାରିଲେ ରଣବୀର-ଆଲିଆ

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ୬୯ତମ ଫିଲ୍ମ ଫେୟାର ଆୱାର୍ଡରେ ବାଜି ମାରିଛନ୍ତି ସେଲିବ୍ରିଟି ଦମ୍ପତି ରଣବୀର କପୁର ଓ ଆଲିଆ ଭଟ୍ଟ। ଶନିବାର ଆରମ୍ଭ ହୋଇଥିବା ଏହି ଦ୍ବି-ଦିବସୀୟ ସମାରୋହରେ ରବିବାର…
Read More...

ବ୍ୟକ୍ତିଙ୍କୁ ଜୋତାରେ ନିର୍ଦ୍ଧୁମ ପିଟିଲେ ରାହତ ଫତେହ ଅଲୀ ଖାନ; ଭିଡିଓ ଭାଇରାଲ୍‌ ପରେ କହିଲେ..

ମୁମ୍ବଇ: ଲୋକପ୍ରିୟ ପାକିସ୍ତାନୀ ଗାୟକ ରାହତ ଫତେହ ଅଲୀ ଖାନ ବିବାଦରେ ଫସିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓ ହିଁ ତାଙ୍କୁ ବିବାଦ ଘେରକୁ ଟାଣିଛି। ସାମାଜିକ ଗଣମାଧ୍ୟମରେ ତାଙ୍କର ଏକ ଭିଡିଓ…
Read More...

ପରଦାରେ ‘ଫାଇଟର’: କେମିତି ହୋଇଛି ଚଳଚ୍ଚିତ୍ର ? ଜାଣନ୍ତୁ..

ନୂଆଦିଲ୍ଲୀ: ହ୍ରିତିକ୍‌ ରୋଶନ ଓ ଦୀପିକା ପାଦୁକୋନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର’ ଗୁରୁବାର ମୁକ୍ତିଲାଭ କରିଛି। ‘ପଠାନ୍‌’ ନିର୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ‘ଫାଇଟର’କୁ ନେଇ ଦର୍ଶକ ଏତେ ଉତ୍ସାହିତ ଯେ,…
Read More...

ଆସିଲା ‘ବଡ଼େ ମିଆଁ ଛୋଟେ ମିଆଁ’ ଟିଜର୍‌; ଅକ୍ଷୟ-ଟାଇଗରଙ୍କ ଜବରଦସ୍ତ ଆକ୍ସନ ଦେଖି ଦର୍ଶକ ଉତ୍ସାହିତ

ମୁମ୍ବଇ: ଅଲୀ ଅବାସ ଜଫରଙ୍କ ନିର୍ଦେଶନାରେ ନିର୍ମିତ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ ଅଭିନୀତ ଚଳଚ୍ଚିତ୍ର ‘ବଡ଼େ ମିଆଁ ଛୋଟେ ମିଆଁ’ର ବହୁପ୍ରତୀକ୍ଷିତ ଟିଜର ବୁଧବାର ରିଲିଜ୍‌ ହୋଇଛି। ଟିଜରରୁ ଜଣାପଡ଼ୁଛି ଏଥିରେ ଅଲୀ…
Read More...