Browsing Tag

encounter

କୁଲ୍‌ଗାମରେ ଏନକାଉଣ୍ଟର, ୩ ଆତଙ୍କୀ ନିହତ

ଜାମ୍ମୁ: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲା ଅନ୍ତର୍ଗତ କାଜିଗୁଣ୍ଡରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ…
Read More...

ସୋପୋରରେ ଏନକାଉଣ୍ଟର; ଜୈଶ କମାଣ୍ଡର ସାଜ୍ଜାଦ ନିପାତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର ; ଜୈଶ-ଏ-ମହମ୍ମଦ କମାଣ୍ଡର ସାଜ୍ଜାଦ ଅହମ୍ମଦ ଦାରକୁ ବୁଧବାର ଉତ୍ତର କାଶ୍ମୀର ଜିଲ୍ଲା ବାରାମୁଲାର ସୋପୋର ରେ ଭାରତୀୟ ସେନା ନିପାତ କରିଛନ୍ତି। ଏନେଇ ଜମ୍ମୁ-କଶ୍ମୀର ପୁଲିସ ସୂଚନା ଦେଇଛନ୍ତି। #UPDATE…
Read More...

ତ୍ରାଲରେ ଏନକାଉଣ୍ଟର, ୩ ଆତଙ୍କୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୩ ଆତଙ୍କୀ ନିହତ ହୋଇଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର…
Read More...

ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର : ଭୁବନେଶ୍ୱର ବାଲିଅନ୍ତାର ଭଇଁଚୁଆରେ ଡ଼ବଲ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ…
Read More...

ନିୟମଗିରି ପାହାଡରେ ଏନକାଉଣ୍ଟର; ଜଣେ ମାଓବାଦୀ ନିହତ

ଭବାଣିପାଟନା : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଥାନାର  ନିୟମଗିରି ପାହାଡ ଅଞ୍ଚଳରେ ଥିବା ଜଙ୍ଗଲରେ ବୁଧବାର ସକାଳୁ ଏସ୍ଓଜି କୁମ୍ବିଂ ଅପରେସନ୍ କରୁଥିବା ସମୟରେ  ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ମୁହାଁମୁହିଁ…
Read More...

ପୁଲିସ ଏନକାଉଣ୍ଟରରେ ଗଞ୍ଜେଇ ମାଫିଆ ଆହତ

ଜୟପୁର : କୋରାପୁଟ ଜିଲାର ଜୟପୁର ପୁଲିସ ବୁଧବାର ଭୋର ସମୟରେ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ହାତୀଶାଳୀ ଛକ ଏବଂ ଜୟପୁର ଟାଉନ ମଝି ରାସ୍ତାରେ…
Read More...

ପୁଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ

ବ୍ରହ୍ମପୁର : ବହୁଚର୍ଚ୍ଚିତ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନାଙ୍କ ହତ୍ୟା ଘଟଣାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରି…
Read More...

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ନଦୀମ୍‌ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ଛକ ଠାରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନଦିମ୍ ଆହତ ହୋଇଛି। ତାର ବାମ ଗୋଡରେ ଦୁଇଟି ଗୁଳି ବାଜିଛି। ଗୁରୁତର…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ

ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ନକ୍ସଲ ନିହତ ହୋଇଛନ୍ତି। ସୁକମା ଜିଲା ବିମାପୁରମ ଠାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ନିହତ ହୋଇଥିଲେ।…
Read More...

ପୁଲିସ ଏନକାଉଣ୍ଟରରେ ଅପରାଧି ଆହତ

ଭଞ୍ଜନଗର : ଭଞ୍ଜନଗର - ଫୁଲବାଣୀ ରାସ୍ତାର ସୋରଦେଈ ମନ୍ଦିର ନିକଟବର୍ତ୍ତୀ ଗଣ୍ଡିଶୁଳା ଠାରେ ଶୁକ୍ରବାର ପୁଲିସ ଏନକାଉଣ୍ଟରରେ ଜଣେ ଅପରାଧି ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଅପରାଧି ଜଣକ ଭଞ୍ଜନଗର ଫେରୁଥିବା ଖବର ପାଇ…
Read More...