Browsing Tag

elephant news

ହାତୀ ଆକ୍ରମଣରେ ମହିଳା ମୃତ ; ୨ ଗୁରୁତର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ହାତୀ ଆକ୍ରମଣରେ ରାସଗୋବିନ୍ଦପୁର ରେଞ୍ଜ ତୁକପଳାସିଆ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାସହ ହାତୀ ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ମୃତାହତ ରାସଗୋବିନ୍ଦପୁର ରେଞ୍ଜ…
Read More...

ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପାଚେରୀ ଭାଙ୍ଗିଲେ ହାତୀ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଳମ୍ବିତ ରାତିରେ ୨ ହାତୀ ପ୍ରବେଶ କରି ମେଡ଼ିକାଲର ପାଚେରୀ ଭାଙ୍ଗିଥିବା ଜଣାପଡ଼ିଛି। ୨ଟି ହାତୀଙ୍କୁ ନିକଟ ଜଙ୍ଗଲକୁ ବନବିଭାଗ ଘଉଡ଼ାଇଛି। ଏହାସହ କାଇପଦର ଗାଁ…
Read More...

ବଡ଼ଗାଁ ଓ କୁତ୍ରା ଅଞ୍ଚଳରେ ୨ ହାତୀପଲଙ୍କ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ କୁତ୍ରା ଅଞ୍ଚଳରେ ୨ ହାତୀପଲଙ୍କ ଉପଦ୍ରବ ନେଇ ରବିବାର ଜଣାପଡ଼ିଛି। ବଡ଼ଗାଁ ନିକଟ ମହାବୀର ପାହାଡ଼ ତଳି ଗାଁରେ ପଶି ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଉଭୟ ହାତୀପଲରେ ୨୦ ରୁ…
Read More...

ଉଦ୍ଧାର ହେଲେ କେନାଲରେ ଫସିଥିବା ୨ ହାତୀ ଛୁଆ

କେନ୍ଦୁଝର : କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଜାମୁଦଲକ ଗାଁ ନିକଟ କାନପୁର ଡ଼୍ୟାମ କେନାଲରେ ଫସିଥିବା ୨ ହାତୀ ଛୁଆ ବୁଧବାର ଉଦ୍ଧାର ହୋଇଛନ୍ତି ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଗତକାଲି ରାତିରେ ବୈତରଣୀ ନଦୀ ପଟରୁ ୨୨…
Read More...

ଏକାସହ ନଦୀ ପାର ହେଉଛନ୍ତି ହାତୀପଲ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏପରି କେତେକ ଭିଡ଼ିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ମନ ପ୍ରସନ୍ନ ହୋଇଯାଏ। ଏବେ ଏଭଳି ହିଁ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଯେଉଁ ଥିରେ ଦେଖିବାକୁ ମିଳୁଛି ହାତୀମାନଙ୍କର ଏକ ଦଳ ଏକାସହ…
Read More...

ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ଫସିରହିଛନ୍ତି ହାତୀପଲ

କଟକ : କଟକ ଜିଲା ଆଠଗଡ଼ ଅନ୍ତର୍ଗତ ମହାନଦୀ ମଝି ପଠାରେ ହାତୀପଲ ଫସିରହିଛନ୍ତି ବୋଲି ଶନିବାର ଜଣାପଡ଼ିଛି। ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ପ୍ରାୟ ୧୮ ରୁ ୨୦ଟି ହାତୀ ଫସି ରହିଛନ୍ତି। ଗତକାଲି ବିଳମ୍ବିତ ରାତିରେ…
Read More...

ହାତୀପଲଙ୍କ ଉପଦ୍ରବ ; ଘର ଭାଙ୍ଗିବା ସହ ନଷ୍ଟ କଲେ ଧାନ ଫସଲ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାର ଭରସୁଆଁ ଓ ଜରଡ଼ା ଅଂଚଳରେ ୧୦ ଟିକିଆ ହାତୀପଲଙ୍କ ଉତ୍ପାତ ଜାରି ରହିଥିବା ବୁଧବାର ଜଣାପଡ଼ିଛି। ହାତୀମାନେ ୩ଟି ଘର ଭାଙ୍ଗିବା ସହ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ଏହାସହ କୋଇଡ଼ା ଅଂଚଳରେ…
Read More...

ବିଲ ମଝିରେ ଯନ୍ତ୍ରଣାରେ ଛଟପଟ ହେଉଛି ଦନ୍ତା ହାତୀ; ଜଗି ରହିଛି ଅନ୍ୟ ଏକ ଦନ୍ତା

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ତ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ଠାରୁ ଅଳ୍ପ ଦୂରରେ ମଲାଗୁଣୀ ନଦୀ ନିକଟ ବାଁବିଲି ମୌଜାରେ ବିଲ ମଧ୍ୟରେ ବୁଧବାର ଏକ ଦନ୍ତା ହାତୀଟି ଯନ୍ତ୍ରଣାରେ ଛଟପଟ…
Read More...

ବିଜୁ ଏକ୍ସପ୍ରେସୱେରେ ହାତୀପଲ, ଘଉଡ଼ାଇବା ପରେ ଯାତାୟତ ସ୍ୱାଭାବିକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଗୁତ୍ରା ବ୍ଲକ ଅନ୍ତର୍ଗତ ଗଙ୍ଗାଜଳ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ ନିକଟରେ ରବିବାର ହାତୀପଲଙ୍କୁ ଦେଖିବାକୁ ମିଳିଛି। ଏହି ପଲରେ ପ୍ରାୟ ୧୦ ରୁ ୧୫ଟି ହାତୀ ଥିବା ଜଣାପଡ଼ିଛି। ହାତୀପଲଙ୍କ…
Read More...