Browsing Tag

elephant news

ବିନିକାରେ ଥମୁନି ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ବିନିକା ସହର ନିକଟବର୍ତ୍ତି ଗାଁରେ ହାତୀପଲଙ୍କ ଉପଦ୍ରବ ଜାରି ରହିଥିବା ନେଇ ଶୁକ୍ରବାର ଜଣାପଡିଛି। ବିନିକା ବ୍ଲକ ସେଲେଡି,ଝାରପଡା ଓ ତୁଲୁଣ୍ଡୁପାଲି ଗାଁରେ ୪୦ ଟିକିଆ ହାତୀପଲ…
Read More...

ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ହାତୀପଲଙ୍କ ଉପଦ୍ରବ

ସୁନ୍ଦରଗଡ/ସୁବର୍ଣ୍ଣପୁର : ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ହାତୀପଲଙ୍କ ଉପଦ୍ରବ ନେଇ ଜଣାପଡିଛି। ସୁବର୍ଣ୍ଣପୁର ଜିଲା ବିନିକାରେ ୪୦ ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ସହର ନିକଟବର୍ତ୍ତୀ ଗାଁରେ ତଥା ସହ ବିନିକା…
Read More...

ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ

ଦେବଗଡ : ଦେଗଡ ଜିଲା ବିରିଆମ ନାଳରେ ପଡ଼ି ଗୁରୁତର ହୋଇଥିବା ଓ ଚିକିତ୍ସାଧୀନ ଅବସ୍ଥାରେ ଥିବା ମାଈ ହାତୀର ମୃତ୍ୟୁ ହୋଇଥିବା ସୋମବାର ଜଣାପଡିଛି। କିଛି ଦିନ ତଳେ ଉକ୍ତ ହାତୀଟି ନାଳରେ ପଡି ଗୁରୁତର ହୋଇଥିଲା। ଏହାପରେ…
Read More...

ପୁଣି ବିନିକାରେ ୪୦ ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲାର ବିନିକାରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖା ଦେଇଥିବା ଶନିବାର ଜଣାପଡ଼ିଛି। ପ୍ରାୟ ୪୦ ଟିକିଆ ହାତୀପଲ ପାଲିପଡା,ଉର୍ଲେ,ପାପକ୍ଷୟ,ରହିଲା ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି। ଶହ ଶହ ଏକର…
Read More...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

କଟକ : କଟକ ଜିଲାର ଚୌଦ୍ୱାର ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ବୁଢାଲିଙ୍ଗ ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ହାତୀ ଆକ୍ରମଣ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଧାନ କାଟିବାକୁ ଯାଇଥିବା ବେଳେ ବୃଦ୍ଧ…
Read More...

ସପ୍ତାହେ ହେଲାଣି ବିନିକାରେ ହାତୀପଲଙ୍କ ଉପଦ୍ରବ ; ଲୋକେ ଅତିଷ୍ଠ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକାର ଅଞ୍ଚଳରେ ଆଜି ମଧ୍ୟ ହାତୀପଲଙ୍କ ଉଦଦ୍ରପ ଜାରି ରହିଛି। ସାରଙ୍ଗପାଲି, ବଲାରଙ୍ଗାରେ ୪୦ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖାଯାଇଛି। ହାତୀମାନେ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ…
Read More...

ପୁଣି ବିନିକାରେ ହାତୀପଲଙ୍କ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିବା ସୋମବାର ଜଣାପଡିଛି। ବିନିକା ଅଞ୍ଚଳରେ ୬୦ ଟିକିଆ ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହେବା ସହ ଭୟଭୀତ ଅବସ୍ଥାରେ…
Read More...

ବିନିକାରେ ୨୪ ଟିକିଆ ହାତୀପଲ ; ଶହ ଶହ ଏକର ପରିବା ଚାଷ ନଷ୍ଟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିବା ଶନିବାର ଜଣାପଡ଼ିଛି। ସିନ୍ଦୁରପୁର, ଗଣେଶପୁର, ଗୁଲାପଡାରେ ଏହି ୨୪ ଟିକିଆ ହାତୀପଲ ଦଳି ଚକଟି ଶହ ଶହ ଏକର ପରିବା ଚାଷ ନଷ୍ଟ…
Read More...

ହାତୀପଲଙ୍କ ଉପଦ୍ରବ : ଏକର ଏକର ଫସଲ ନଷ୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଣାଇ ଅଞ୍ଚଳରେ ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖାଦେଇଥିବା ନେଇ ଗୁରୁବାର ଖବର ମିଳିଛି। ହାତୀପଲଙ୍କ କାରଣରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କୋଇଡ଼ା ରେଞ୍ଜ ଅନ୍ତର୍ଗତ କାଦଡିହା…
Read More...

ଭିନ୍ନ ଭିନ୍ନ ସ୍ଥାନରେ ହାତୀପଲଙ୍କ ଉପଦ୍ରବ ; ଆତଙ୍କିତ ସ୍ଥାନୀୟବାସୀ

ଢେଙ୍କାନାଳ/କଟକ : ଭିନ୍ନ ଭିନ୍ନ ସ୍ଥାନରେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ଢେଙ୍କାନାଳ ଜିଲା ଅନ୍ତର୍ଗତ ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ବିଭାଗ ସୋଗର ଗାଁରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି।…
Read More...