Browsing Tag

Election news

ଦିଲ୍ଲୀ ବିଧାନସଭା ନିର୍ବାଚନ: ଆପ୍‌ ୫୦, ବିଜେପି ୨୦ ଆସନରେ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ୭୦ ଆସନ ପାଇଁ ହୋଇଥିବା ମତଦାନରେ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଥିବାବେଳେ ପ୍ରାରମ୍ଭିକ ଗଣତିରେ ଶାସକ…
Read More...

ଦିଲ୍ଲୀ ଉପରେ ଦେଶର ନଜର, ବିଜେପି ସାଂସଦଙ୍କୁ ନିଦ ନାହିଁ

ନୂଆଦିଲ୍ଲୀ: ରାତି ପାହିଲେ ଦିଲ୍ଲୀର ଭୋଟ ବାକ୍ସ ଖୋଲିବ। କିଏ ଦିଲ୍ଲୀରେ ରାଜ୍‌ କରିବ ତାହାର ନିର୍ଣ୍ଣୟ ହେବ। ସେଥିପାଇଁ ସାରା ଦେଶବାସୀଙ୍କ ନଜର ରହିଛି ଦିଲ୍ଲୀ ଉପରେ। ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବାରୁ କେନ୍ଦ୍ରରେ…
Read More...

ଆପ୍‌ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡ଼ା ମାରିବାକୁ ଗୋଡ଼ାଇଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଚାନ୍ଦନୀ ଚୌକ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଳକା ଲାମ୍ବା ଶନିବାର ଅଭଦ୍ର ଟିପ୍ପଣୀ କରାଯିବାକୁ ନେଇ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟମ କରିଛନ୍ତି। ଯୁବକ…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଅପରାହ୍ନ ୨ଟା ସୁଦ୍ଧା ୨୮.୭୯% ମତଦାନ, ସନ୍ଧ୍ୟାରେ ଆସିବ ଏଗ୍‌ଜିଟ ପୋଲ ଫଳାଫଳ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ଚାଲିଛି। ଅପରାହ୍ନ ୨ଟା ସୁଦ୍ଧା ଦିଲ୍ଲୀରେ ମତଦାନ ହାର ୨୮.୭୯% ରହିଥିଲା। କୋହଲା ପାଗ ଯୋଗୁ ମତଦାନ ହାର ହ୍ରାସ ପାଇଥିବା ଅନୁମାନ କରାଯାଉଛି।…
Read More...

ସବୁଠୁ ବ୍ୟୟବହୁଳ ସପ୍ତଦଶ ଲୋକସଭା ନିର୍ବାଚନ; ଖର୍ଚ୍ଚ ହୋଇଛି ୭୦ ହଜାର କୋଟି

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ପାଇଁ ନିକଟରେ ଶେଷ ହୋଇଥିବା ନିର୍ବାଚନ ସବୁଠୁ ବ୍ୟୟବହୁଳ। ଏହି ନିର୍ବାଚନରେ ଯେତିକି ଅର୍ଥ ଖର୍ଚ୍ଚ ହୋଇଛି ତାହା ପୂର୍ବରୁ ଅନୁଷ୍ଠିତ ହୋଇଥିବା ୧୬ଟି ଲୋକସଭା ନିର୍ବାଚନ ତୁଳନାରେ ଢେର…
Read More...

ମୋଦୀଙ୍କ ଏହି ୧୩ ଚର୍ଚ୍ଚିତ ମନ୍ତ୍ରୀ, ଯେଉଁମାନଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ବିଚାରବିମର୍ଶ କରି ନିଜର ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ସବୁ ବର୍ଗର ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ରଖିବା ଲାଗି ଗୁରତ୍ଵ ଦିଆଯାଇଛି। କେତେଜଣ ନୂଆ ଚେହେରାଙ୍କୁ…
Read More...

ମୋଦୀ ଦେଶକୁ ଯୋଡୁଥିବା ସବୁଠୁ ବଡ଼ ନେତା; ଟାଇମ ମାଗାଜିନର ୟୁ-ଟର୍ନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଡିଭାଇଡର ଇନ ଚିଫ୍‌’ ବା ‘ପ୍ରମୁଖ ବିଭାଜକ’ ବୋଲି ଦର୍ଶାଇ ମାସକ ତଳେ ରିପୋର୍ଟ ପ୍ରକାଶ କରିଥିବା ଟାଇମ ମାଗାଜିନ ୟୁ-ଟର୍ନ ନେଇଛି। ଲୋକସଭା ନିର୍ବାଚନର ଫଳାଫଳ…
Read More...

୫ମ ପାଳି ପାଇଁ ଶପଥ ନେଲେ ନବୀନ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ପାଳି ଆରମ୍ଭ କରିଛନ୍ତି। ବୁଧବାର ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ନବୀନ ଶପଥ ଗ୍ରହଣ କରିଛନ୍ତି।…
Read More...

ଚଳିତ ନିର୍ବାଚନରେ ଗଣିତକୁ ହରାଇଲା ରସାୟନ ବିଜ୍ଞାନ: ମୋଦୀ

ବାରାଣସୀ: ୨୦୧୯ ଲୋକସଭା ନିର୍ବାଚନରେ ଗଣିତକୁ ହରାଇଛି ରସାୟନ ବିଜ୍ଞାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଉତ୍ତରପ୍ରଦେଶର ବାରାଣସୀ ଗସ୍ତ କରି ଭୋଟରମାନଙ୍କୁ ଧନ୍ୟବାଦ ଦେବା ପାଇଁ ଆୟୋଜିତ ଏକ ସଭାରେ ଏହା…
Read More...

ବୁଧବାର ଶପଥ ନେବେ ନବୀନ; ପ୍ରଦର୍ଶନୀ ପଡ଼ିଆରେ ହେବ ଶପଥଗ୍ରହଣ ଉତ୍ସବ

ଭୁବନେଶ୍ଵର: ଆସନ୍ତା ୨୯ ତାରିଖ ଅର୍ଥାତ୍‌ ବୁଧବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାକୟ ଶପଥ ଗ୍ରହଣ କରିବେ। ଭୁବନେଶ୍ଵର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ପୂର୍ବାହ୍ନ ୧୦ଟା ୩୦ରେ ଏହି…
Read More...