Browsing Tag

Education news

ରେଳବାଇରେ ବମ୍ପର ନିଯୁକ୍ତି ସୁଯୋଗ! ଆରପିଏଫରେ ୪୬୬୦ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସମାଜ ଡିଜିଟାଲ ଡେସ୍କ: ରେଳବାଇରେ ସରକାରୀ ଚାକିରି ଆଶାୟୀମାନଙ୍କ ପାଇଁ ବଡ଼ ଖବର। ରେଳବାଇ ସୁରକ୍ଷା ବଳରେ କନଷ୍ଟେବଳ ଏବଂ ସବ୍‌‌ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ରେଳବାଇ ନିଯୁକ୍ତି…
Read More...

ନକଲି ଶିକ୍ଷକଙ୍କ ତଥ୍ୟ ଦିଅ, ୧୧ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର: ଯଥାଶୀଘ୍ର ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ୧୧ଟି ଜିଲା ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡା, ମାଲକାନଗିରି,…
Read More...

ନୂଆ ଶିକ୍ଷା ବର୍ଷରୁ ୧୦୦% ସିଲାବସରେ ହେବ ପାଠପଢା

ଭୁବନେଶ୍ୱର : ଏଣିକି ୧୦୦% ସିଲାବସରେ ହେବ ପାଠପଢା। ନୂଆ ଶିକ୍ଷା ବର୍ଷରୁ ମେ’ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ନୂଆ…
Read More...

ମାର୍ଚ୍ଚ ୨୮ରୁ ଖୋଲିବ ଅଙ୍ଗନୱାଡି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ସହ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ,ମହାବିଦ୍ୟାଳୟ,ବିଦ୍ୟାଳୟ ଖୋଲି ସାରିଛି। ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବ। ଏନେଇ ସରକାରଙ୍କ ପକ୍ଷରୁ…
Read More...

୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ

ଭୁବନେଶ୍ୱର : ରାଜ୍ୟର ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମାଗଣା ପ୍ରଶିକ୍ଷଣ ପ୍ରଦାନ କରାଯିବ। ବିଭିିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ଲାଗି ମାଗଣା ପ୍ରଶିକ୍ଷଣ ମିଳିବ। ଏକାଦଶରେ ପଢୁଥିବା ଗରିବ…
Read More...

ପୂରଣ ହେବ ୧୦ ହଜାର ଶିକ୍ଷକ ପଦ

ଭୁବନେଶ୍ୱର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲି ପଡିଥିବା ୧୦ ହଜାର ଶିକ୍ଷକ ପଦ ପୂରଣ ହେବ। ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।…
Read More...

ସ୍କୁଲରେ ପହଞ୍ଚି ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଯୁଗ୍ମ ନିର୍ଦେଶକ

କାଶୀପୁର: କରୋନା କଟକଣା ଉଠିବା ପରେ ରାଜ୍ୟରେ ସ୍କୁଲ ଖୋଲାଯାଇଛି। ଏପରି କି ପାଠ୍ୟକ୍ରମ ଶେଷ କରିବା ଲାଗି ରବିବାର ଛୁଟିଦିନରେ ଶିକ୍ଷାଦାନ କରାଯାଉଛି। ତେବେ ଏହି ବ୍ୟବସ୍ଥା କିପରି ଚାଲିଛି ତାହାର ଅନୁଧ୍ୟାନ କରିଛନ୍ତି…
Read More...

ନୂଆବର୍ଷରେ ଖୋଲିପାରେ ସ୍କୁଲ, କଲେଜ

ଭୁବନେଶ୍ଵର: କରୋନା ମହାମାରୀକୁ ନେଇ ଦୀର୍ଘ ଦିନ ଧରି ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ଡିସେମ୍ବର ମାସରେ ଶିକ୍ଷାନୁଷ୍ଠାନ ଖୋଲାଯିବା ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ସଙ୍କେତ ଦେଇଥିଲେ। କିନ୍ତୁ କରେନା…
Read More...

ଦେଶର ସବୁ ସ୍କୁଲ ପାଠ୍ୟକ୍ରମରେ ସଂସ୍କୃତ ଶିକ୍ଷା ସାମିଲ ହେବା ଉଚିତ: ଆରଏସଏସ

ନୂଆଦିଲ୍ଲୀ: ଦେଶରେ ଗୁରୁକୂଳ ଶିକ୍ଷା ପଦ୍ଧତିକୁ ପୁଣି ଥରେ ଆରମ୍ଭ କରାଯିବା ଉଚିତ। ଏହା ସହିତ ସଂସ୍କୃତକୁ ଦେଶର ସମସ୍ତ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବା ଆବଶ୍ୟକ। ଏହା ଦ୍ବାରା କାହାକୁ ଭଲ ଲାଗୁ କିମ୍ବା ଖରାପ…
Read More...