Browsing Tag

durga puja

କରୋନା ବେଡ଼ିରେ ବାନ୍ଧି ହୋଇଗଲା ରାବଣ ପୋଡ଼ି !

ସାରନଗରୀ : ପୁରାଣ ବର୍ଣ୍ଣିତ ଅନୁଯାୟୀ, ବିଜୟାଦଶମୀ ଦିନ ମର୍ୟ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣକୁ ଯୁଦ୍ଧରେ ପରାସ୍ତ କରିଥିଲେ । ମହାପରାକ୍ରମୀ ରାବଣ ଶ୍ରୀରାମଙ୍କ ଦ୍ୱାରା ନିହତ ହୋଇ ମୋକ୍ଷପ୍ରାପ୍ତି ଲାଭ…
Read More...

ଦୁର୍ଗାପୂଜା ଉପଲକ୍ଷେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଦୁର୍ଗାପୂଜା…
Read More...

ସକରାତ୍ମକ ଶକ୍ତି ପାଇଁ ନବରାତ୍ରରେ କରନ୍ତୁ ଏହି ୯ଟି ଉପାୟ

ନବରାତ୍ର ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି। ଏଥି ସହିତ ନବବ୍ରତରେ ମାତା ଦୁର୍ଗାଙ୍କୁ ସମ୍ପୂର୍ଣ୍ଣ ରୀତିନୀତି ସହିତ ପୂଜା କରାଯାଇଥାଏ। ଏହି ନଅ ଦିନ ମା’ ଧରାପୃଷ୍ଠରେ ଅବତରଣ କରିଥାନ୍ତି। ତେଣୁ ଏହି ୯ ଦିନ ମଧ୍ୟରେ ଘରୁ…
Read More...

ସ୍ବୟଂ ପ୍ରଭୁ ଶ୍ରୀ ରାମ କରିଥିଲେ ନବଦୁର୍ଗା ପୂଜା

କେବଳ ଯେ ମନୁଷ୍ୟମାନେ ନବରାତ୍ରରେ ମା’ଙ୍କ ଆରାଧନା କରନ୍ତି ତାହା ନୁହେଁ, ସ୍ବୟଂ ଭଗବାନ ମଧ୍ୟ ମା’ଙ୍କ ପୂଜା କରନ୍ତି। ପୌରାଣିକ ବିଷୟ ବସ୍ତୁ ଅନୁଯାୟ ଭଗବାନ ଶ୍ରୀ ରାମ ମଧ୍ୟ ନବରାତ୍ର ପୂଜା କରିଥିଲେ। ନଅ ଦିନ…
Read More...

ପୌରାଣିକ କଥା : ଏପରି ଆରମ୍ଭ ହୋଇଥିଲେ ନବରାତ୍ର ପୂଜା

ଶରଦୀୟ ନବରାତ୍ର ହେଉଛି ମାତା ନବଦୁର୍ଗାଙ୍କ ପୂଜା ପର୍ବ। ପ୍ରତିବର୍ଷ ମହାଳୟା ଅମାବାସ୍ୟା ପରେ ଆରମ୍ଭ ହୁଏ ଏହି ପବିତ୍ର ପର୍ବ । ଏବର୍ଷ ନବରାତ୍ର ମହୋତ୍ସବ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଚାଲିବ। ଧାର୍ମିକ…
Read More...

କରୋନା କବଳରେ ଦୁର୍ଗାପୂଜା : ପାଣ୍ଡାଲ ସଜାଯିବ, ମା’ଙ୍କ ପ୍ରତିମା ସ୍ଥାପିତ ହେବ, ହେଲେ ଭକ୍ତ ଆସିବେନି

ଦୁର୍ଗାପୁଜା ପାଣ୍ଡାଲକୁ ମଧ୍ୟ ସଜାଯିବ ଏବଂ ମା ଦୁର୍ଗାଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯିବ। ହେଲେ ଭକ୍ତଙ୍କ ଆଗମନ ଉପରେ କଟକଣା ଜାରି କରାଯାଇଛି। ନିରାଡମ୍ବର ଭାବେ ସାଧାରଣ ସମାରୋହ ଅନୁଷ୍ଠିତ ହେବ ବୋଲି ଉତ୍ତରପ୍ରଦେଶ…
Read More...

ନବରାତ୍ର ପାଇଁ ନିର୍ଦ୍ଦେଶାବଳୀ : ଗରବା ଏବଂ ଦାଣ୍ଡିଆ ବ୍ୟାନ୍

ଚଳିତ ବର୍ଷ ନବରାତ୍ରରେ ଭକ୍ତଙ୍କୁ ଟିକେ ନିରାଶ ହେବାକୁ ପଡ଼ିପାରେ। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ନବରାତ୍ର ପାଳନ କରାଯିବ କିନ୍ତୁ ନିଆରା ଢଙ୍ଗରେ। କୌଣସି ମନୋରଞ୍ଜନମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ।…
Read More...

ଲୋକ ନୃତ୍ୟ ଗରବା ବିନା ପାଳନ ହେବ ଗୁଜୁରାଟର ନବରାତ୍ର

ନବରାତ୍ର ସମୟରେ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଥିବା ଗୁଜୁରାଟ, ଏଥର କିନ୍ତୁ ଫିକା ପଡି ଯାଇଛି। ଗୁଜୁରାଟର ସବୁଠାରୁ ଲୋକପ୍ରିୟ ପର୍ବ ମଧ୍ୟରୁ ନବରାତ୍ରୀ ଅନ୍ୟତମ। ଗରବା ଗୁଜୁରାଟର ଏକ ଲୋକପ୍ରିୟ ଲୋକ ନୃତ୍ୟ ଏବଂ…
Read More...

୫୮ ବର୍ଷ ପରେ ନବରାତ୍ରରେ ଶନି-ଗୁରୁ ର ବିରଳ ସଂଯୋଗ, ଜାଣନ୍ତୁ କେଉଁ ରାଶି ଉପରେ କ’ଣ ରହିବ ପ୍ରଭାବ

ନବରାତ୍ରିର ନଅ ଦିନିଆ ପର୍ବ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଚାଲିବ। ଏଥର ନବରାତ୍ରରେ ଶନି-ଗୁରୁ ଗ୍ରହର ବିରଳ ସଂଯୋଗ ଦେଖିବାକୁ ମିଳିଛି। ନବରାତ୍ରର ପ୍ରଥମ…
Read More...

ଚଳିତ ବର୍ଷ ନବରାତ୍ରର ମହାସଂଯୋଗ, ଦୁଇ ଥର ପଡୁଛି ଶନିବାର

ଚଳିତବର୍ଷ ଆଶ୍ବିନ ମାସ ଦୋ-ମାସି (ଦୁଇଟି ମାସ) ବା ମଳ ମାସ ପଡୁଥିବାରୁ ନବରାତ୍ର ଗୋଟିଏ ମାସ ଆଗକୁ ଚାଲି ଆସିଛି। ପ୍ରତିବର୍ଷ ନବରାତ୍ରୀ ପିତୃପକ୍ଷ ବା ମହାଳୟା ଅମାବାସ୍ୟା ପରେ ଆରମ୍ଭ ହୁଏ। କିନ୍ତୁ ଏଥର ଅମାବାସ୍ୟା…
Read More...