Browsing Tag

Drinking Water

ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ମିଳିବ ପିଇବା ପାଣି

ଭୁବନେଶ୍ୱର : ୨୦୨୪ ଶେଷ ସୁଦ୍ଧା ରାଜ୍ୟର ସବୁ ଗାଁକୁ ପାଇପ୍‌ ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି।  ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ୫୮ ପ୍ରତିଶତ ଗାଁରେ ପାଣି ପହଞ୍ଚିଛି। ମଙ୍ଗଳବାର ବିଧାନସଭାର ପ୍ରଶ୍ନକାଳରେ…
Read More...

ପଥିକଙ୍କ ପାଇଁ କେତେ ସୁରକ୍ଷିତ ଜଳଛତ୍ର ?

ନର୍ଲା : ଦିନକୁ ଦିନ ପ୍ରଚଣ୍ଡ ମୁଣ୍ଡ ଫଟା ଖରା ବଢିବାରେ ଲାଗିଛି। କୌଣସି କାମ ପାଇଁ ସାମାନ୍ୟ ରାସ୍ତାକୁ ଗଲେ ପ୍ରବଳ ଶୋଷ ହେଉଛି। ତେଣୁ ପ୍ରତିବର୍ଷ ଭଳି ନର୍ଲା ବ୍ଲକର କେତେକ ପଂଚାୟତରେ ବିଶେଷ କରି ରାସ୍ତା…
Read More...

ସହରବାସୀଙ୍କୁ ମିଳୁନି, ରାସ୍ତାରେ ଭାସୁଛି ପାନୀୟ ଜଳ

ଟିଟିଲାଗଡ଼ : ଟିଟିଲାଗଡ ସହରର କଚେରି ଛକରେ ରବିବାର ଦିନ ୧୨ଟାରେ ଏକ ଅଭାବନୀୟ ଦୃଶ୍ୟ ସଭିଙ୍କୁ ଚକିତ କରିଥିଲା। ଛକରେ ଥିବା ପେଟ୍ରୋଲ ପମ୍ପରୁ ପାନୀୟ ଜଳ ରାସ୍ତାରେ ବହି ଚାଲିଥିଲା। ପରେ ତଦନ୍ତ ହେବାରୁ ସହରବାସୀଙ୍କୁ…
Read More...

ପାଣି ପିଇବା ଶିଖୁଛି ହାତୀଛୁଆ ; ଭିଡ଼ିଓ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏପରି କିଛି ଭିଡ଼ିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିବା ମାତ୍ରେ ମନ ପ୍ରସନ୍ନ ହୋଇଯାଏ। ଏବେ ଏପରି ହିଁ ଏକ ଭିଡ଼ିଓ ବେଶ ଭାଇରାଲ ହେଉଛି। ଭିଡ଼ିଓଟିରେ ଦେଖାଯାଉଛି ଗୋଟିଏ ହାତୀ ଛୁଆ ଏକ ପୋଖରୀ…
Read More...

କେବଳ ପାଣିରୁ ମିଳିବ ଉଜ୍ଜ୍ଵଳ ତ୍ବଚା, ଦୂର ହେବ ଦାଗ….ଜାଣନ୍ତୁ କିପରି

ଚେହେରାରୁ କଳା ଦାଗ ଦୂର କରିବା ପାଇଁ ଯୁବତୀମାନେ ଅନେକ ଘରୋଇ ଉପଚାର ଉପରେ ନିର୍ଭର କରନ୍ତି। କେତେକ ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। କିନ୍ତୁ ବେଳେବେଳେ ଏହି ଉପାୟ ସବୁ ଫେଲ୍ ମାରିଥାଏ। ଉଜ୍ଜ୍ୱଳ ତ୍ବଚା…
Read More...

ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା ମିଳେ ଏହି ଚତ୍ମକାର ଲାଭ

ଆମ ଶରୀରକୁ ସୁସ୍ଥ ରଖିବାରେ ପାଣିର ଅଧିକ ଗୁରୁତ୍ୱ ରହିଛି। ଶରୀରର ୭୫% ପାଣିରେ ଗଢା ହୋଇଛି। ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରକୁ ବହୁ ଲାଭ ମିଳିଥାଏ। ଖାଲି ପେଟରେ ପାଣି ପିଇବା ଦ୍ୱାରା ଏହା ହଜମ କ୍ରିୟାକୁ…
Read More...

ବାସ୍ତୁ ଅନୁଯାୟୀ ଗୃହର ଏହି ଦିଗରେ ରଖନ୍ତୁ ପିଇବା ପାଣି

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରକୁ ଖୁବ ଗୁରୁତ୍ୱ ଦିଆଯାଇଥାଏ। ଏହି କାରଣରୁ ଲୋକେ ଘର ତିଆରି କରିବା ପୂର୍ବରୁ ଏହି ଦିଗପ୍ରତି ଧ୍ୟାନ ଦେଇଥାଆନ୍ତି। ବାସ୍ତୁ ଅନୁଯାୟୀ ଗୃହ ଏବଂ ଏହାର କକ୍ଷ ନିର୍ମାଣ ସହ ଗୃହର ଅନ୍ୟାନ୍ୟ…
Read More...

୪ ଜିଲାରେ ପାନୀୟ ଜଳ ଯୋଗାଣ ; ବ୍ୟୟ ହେବ ୨୮୯୭କୋଟି

କଟକ : ଆଉ କିଛି ଦିନ ପରେ ଗାଁଗଣ୍ଡାରେ ବସବାସ କରୁଥିବା ଲୋକମାନେ ପାନୀୟ ଜଳ ଚିନ୍ତାରୁ ମୁକ୍ତି ପାଇବେ। ପ୍ରତ୍ୟେକ ଗାଁରେ ବସବାସ କରୁଥିବା ଲୋକମାନଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି…
Read More...