କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ରାଜନୀତି : ଅନେକ ରାଜ୍ୟ ଭୁଲ ସୂଚନା ଏବଂ ଭୟ ସୃଷ୍ଟି କରୁଛନ୍ତି-ଡକ୍ଟର ହର୍ଷ ବର୍ଦ୍ଧନ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମହାରାଷ୍ଟ୍ର ଏବଂ ଛତିଶଗଡକୁ ଭୁଲ ସୂଚନା ଏବଂ ଭୟ ସୃଷ୍ଟି କରିଥିବା ଅଭିଯୋଗ…
Read More...
Read More...