Browsing Tag

donald trump

ରାଷ୍ଟ୍ରପତି ନିର୍ବାଚନରେ ପୁଣି ମୁହାଁମୁହିଁ ହେବେ ବାଇଡେନ-ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଥିବା ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମୁହାଁମୁହିଁ ହେବେ । କାରଣ ବୁଧବାର ଏହି ଦୁଇ ଦଳର ନେତା ନିଜ…
Read More...

ଡୋନାଲଡ ଟ୍ରମ୍ପଙ୍କୁ ଦୁଇବର୍ଷ ବାସନ୍ଦ କଲା ଫେସବୁକ୍‍

ୱାଶିଂଟନ: ଫେସବୁକ୍‍ ଶୁକ୍ରବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଉପରେ ଦୁଇବର୍ଷ ପାଇଁ କଟକଣା ଜାରି କରିଛି। ଟମ୍ପଙ୍କ ସମର୍ଥକମାନେ ଆମେରିକାରେ କରିଥିବା ବର୍ବର ଆକ୍ରମଣ ପାଇଁ ଟ୍ରମ୍ପଙ୍କ…
Read More...

ହ୍ବାଇଟ୍‌ ହାଉସ ଛାଡ଼ିଲେ ଟ୍ରମ୍ପ: ବାଇଡେନ କହିଲେ ଆଜି ଆମେରିକାରେ ନୂଆ ଦିନ

ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋସେଫ ଆର. ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ ଭାରତୀୟ ସମୟ ରାତି ପ୍ରାୟ ସାଢ଼େ ୮ଟାରୁ ଆରମ୍ଭ ହୋଇଛି। ରାତି ୧୦ଟାରେ ବାଇଡେନ ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ…
Read More...

ଫେସବୁକ-ଟ୍ବିଟର ପରେ ୟୁଟ୍ୟୁବ ସସ୍‌ପେଣ୍ଡ କଲା ଟ୍ରମ୍ପଙ୍କ ଆକାଉଣ୍ଟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ବ୍ୟାନ୍‌ କରାଯାଉଛି। ଟ୍ବିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ…
Read More...

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ

ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ଗତ ବୁଧବାର ଆମେରିକା ସଂସଦରେ ହୋଇଥିବା ହିଂସାକାଣ୍ଡ ପାଇଁ ପ୍ରତିନିଧି ସଭା ବା ହାଉସ ଅଫ…
Read More...

ହାର ମାନିଲେ ଟ୍ରମ୍ପ, ବାଇଡେନ ରାଷ୍ଟ୍ରପତି ଘୋଷିତ

ୱାଶିଂଟନ: ଶେଷରେ ହାର୍‌ ମାନିଛନ୍ତି ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସେ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ସିନେଟ ପକ୍ଷରୁ…
Read More...

ଜୁଲିଆନ ଆସାଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବନି ବ୍ରିଟେନ

ଲଣ୍ଡନ: ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରାଯିବ ନାହିଁ। ସେ ଆତ୍ମହତ୍ୟା କରିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଇ ପାରିବ ନାହିଁ ବୋଲି ବ୍ରିଟେନର…
Read More...

ଟ୍ରମ୍ପଙ୍କ ସାନ ଭାଇ ରବର୍ଟଙ୍କ ପରଲୋକ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଏ ସମ୍ପର୍କରେ ହ୍ବାଇଟ୍‌ ହାଉସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ନ୍ୟୁୟର୍କର ଏକ ହସ୍ପିଟାଲରେ…
Read More...

ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ବଳାତ୍କାର ଅଭିଯୋଗ: ଜଜ୍ କହିଲେ ତଦନ୍ତରୁ ବର୍ତି ପାରିବେ ନାହିଁ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ବିରୋଧରେ ଆସିଛି ବଳାତ୍କାର ଅଭିଯୋଗ । ତାଙ୍କ ବିରୋଧରେ ଆସିଥିବା ମାମଲାକୁ ବିଚାର ନିମନ୍ତେ ବିଳମ୍ବିତ କରିବା ନିମନ୍ତେ ଅନୁରୋଧକୁ ଆମେରିକାର…
Read More...

ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଲା ଟ୍ବିଟର

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଛି ଟ୍ବିଟର। ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ଉପରେ ଅସ୍ଥାୟୀ ଭାବେ ରୋକ୍‌ ଲଗାଯାଇଛି। କରୋନା ଭୂତାଣୁକୁ ନେଇ ଟ୍ରମ୍ପ ଭ୍ରମାତ୍ମକ ତଥ୍ୟ ସୋସିଆଲ…
Read More...