Browsing Tag

desi mada

ବେଆଇନ ମଦ ଚାଲାଣ : ୫ ଗିରଫ

ତୁଷୁରା : ବଲାଙ୍ଗିର ଅବକାରୀ ଜିଲା ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତୁଷୁରା ଅବକାରୀ ବିଭାଗ ଚଢଉ କରି ଗୁଡଭେଲା ବ୍ଳକ ଜାମୁଟ ଅଂଚଳରୁ ୪୭ ଲି. ମଦ ଜବତ ସହ ୫ଜଣଙ୍କୁ ଗିରଫ କରିଛି। ଏହି  ଅଭିଯୁକ୍ତ ମାନେ ହେଲେ…
Read More...

ବିପୁଳ ପରିମାଣର ଦେଶୀ ମଦ ଏବଂ ମହୁଲ ପୋଚ ଜବତ, ୨ ଗିରଫ

ପାଟଣାଗଡ : ବଲାଙ୍ଗିର ଜିଲାର ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଚଢଉ କରାଯାଇ ବିପୁଳ ପରିମାଣର ଚୋରା ହାତରନ୍ଧା ଦେଶୀ ମହୁଲି ମଦ ଏବଂ ମହୁଲ ପୋଚ ଜବତ…
Read More...

ଲକଡାଉନରେ ଦେଶୀ ମଦ ଜବତ

ଟିଟିଲାଗଡ଼ ; ବିଶ୍ୱରେ ଲକ୍ଷାଧିକ ମୂଲ୍ୟବାନ ଜୀବନ ହାନି ସହ ହଇଚଇ ସୃଷ୍ଟି କରିଛି ମହାମାରୀ କରୋନା। ମଙ୍ଗଳବାର ଟିଟିଲାଗଡ ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ଚଢଉ ଅଭିଯାନ ପରେ ବ୍ୟାପକ ହାତ ରନ୍ଧା ମଦ ଜବତ…
Read More...