Browsing Tag

deogarh News

ବ୍ୟବସାୟିକ ପ୍ରତିଷ୍ଠାନରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମର ଚଢାଉ

ଦେବଗଡ଼: ତିଳେଇବଣି ବ୍ଳକ ସୁଗୁଡା ସଚିନ ଟ୍ରେଡର୍ସରେ ଜିଏସଟି ବିଭାଗର ପକ୍ଷରୁ ଆଜି ଚଢାଉ ହୋଇଛି। ସୁଗୁଡ଼ା ସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନ ସଚିନ ଟ୍ରେଡରସ ବ୍ୟବସାୟିକ ଅନୁଷ୍ଠାନ ଓ ତାଙ୍କ ବାସ ଭବନରେ ଚଢାଉ…
Read More...

ଘରର କାନ୍ଥ ଭୁଶୁଡି ମହିଳା ଗୁରୁତର

ଦେବଗଡ଼ :ଗତକାଲି ରାତ୍ରୀରେ ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଗାଡପାଳ ଗ୍ରାମରେ ଘରର କାନ୍ଥ  ଭୁଶୁଡି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗାଡପାଳ ଗ୍ରାମର…
Read More...

ବେଆଇନ କେନ୍ଦୁପତ୍ର ବୋଝେଇ ଭ୍ୟାନ ଜବତ ; ଜଣେ ଗିରଫ

ଦେବଗଡ : ଗତକାଲି ବିଳମ୍ବିତ ରାତ୍ରୀରେ ଏକ ପିକଅପ୍ ଭ୍ୟାନ ଯୋଗେ ବିପୁଳ ପରିମାଣର ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବେଳେ ଦେବଗଡ ବନ ବିଭାଗ ପକ୍ଷରୁ ଚଢଉ କରାଯାଇ ଉକ୍ତ କେନ୍ଦୁପତ୍ର ବୋଝେଇ ଭ୍ୟାନଟିକୁ ଜବତ…
Read More...

ଗଛରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ଦେବଗଡ଼ : ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ମହୁଳ ଗଛରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ଜନିତ କାରଣରୁ ଉଭୟ ଆତ୍ମହତ୍ୟା କରିଥିବା ନେଇ…
Read More...

ଚିନି ବଦଳରେ ୟୁରିଆ ସାର ଖାଇ ୪ ଗୁରୁତର 

ଦେବଗଡ଼ :ଚିନି ଭାବି ୟୁରିଆ ସାର ଖାଇଦେବାରୁ ଜଣେ ବୃଦ୍ଧା ଓ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମରେ। ସୂଚନା…
Read More...

ସୁଗୁଡା ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରିଣୀ ନିଲମ୍ବିତ

ଦେବଗଡ : ତିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରିଣୀ ଲୀଲାବତୀ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ଜଣାପଡିଛି। ତାଙ୍କୁ ଦେବଗଡ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ କାର୍ଯ୍ୟରୁ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଦେବଗଡ଼ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରିଆମାଳ ବ୍ଲକ ମହାସିନ୍ଧୁ ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମହାସିନ୍ଧୁ ଗ୍ରାମର ପଦ୍ମଲୋଚନ ପ୍ରଧାନ(୪୫)ଙ୍କ ଘରକୁ ଯାଇଥିବା…
Read More...

ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ 

ଦେବଗଡ଼ :ଆଜି ପୂର୍ବାହ୍ନରେ ଦେବଗଡ ଥାନା ଅନ୍ତର୍ଗତ ଭାଲୁମୁଣ୍ଡା -ଅଶନନାଳୀ ରାସ୍ତାରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ପ୍ରାୟ ୯ଟା ୩୦…
Read More...

ପୁଣି ମଦଭାଟି ଭାଙ୍ଗିଲେ ଅଶୁରଖୋଳ ଗ୍ରାମର ମହିଳା

ଦେବଗଡ଼ : ତିଲେଇବଣି ବ୍ଲକ ସଦର ମହକୁମାରେ ଥିବା ତିଲେଇବଣି–ବିନ୍ଦିପୁର ସରକାରୀ ମଦଭାଟୀକୁ ଆଜି ପୁଣିଥରେ ଭାଙ୍ଗିଛନ୍ତି ଅଶୁରଖୋଳ ଗ୍ରାମର ମହିଳା। ଉକ୍ତ ମଦଭାଟିକୁ ଉଚ୍ଛେଦ କରିବାକୁ ପ୍ରଶାସନ ଏକ ସପ୍ତାହ ସମୟ ମାଗିଥିଲେ…
Read More...

ପ୍ରଧାନପାଟ ପିଣ୍ଡିରୁ ସ୍ୟାଣ୍ଡାଲ ଚପଲ ଓ ଭ୍ୟାନିଟୀ ବ୍ୟାଗ ଉଦ୍ଧାର

ଦେବଗଡ଼ :ଦେବଗଡ ଆଦର୍ଶ ପୁଲିସ ଆଜି ପ୍ରଧାନପାଟ ଜଳ ପ୍ରପାତ ନିକଟସ୍ଥ ପିଣ୍ଡିରୁ ସନ୍ଦେହଜନକ ଭାବେ ପଡିଥିବା ଏକ ଭ୍ୟାନିଟୀ ବ୍ୟାଗ ଏବଂ ହଳେ ସ୍ୟାଣ୍ଡାଲ ଚପଲ ଉଦ୍ଧାର କରିଥିବା ଜଣାପଡିଛି। ଏଗୁଡିକ କାହାର ବର୍ତ୍ତମାନ…
Read More...