Browsing Tag

dehradun

ଖାତକୁ ଖସିଲା ବୋଲେରୋ: ୧୩ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ଡେରାଡୁନ୍: ଉତ୍ତରାଖଣ୍ଡର ଚକରାତାରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ୧୦ଟା ସମୟେରେ ଚକରାତାର ଭରମ ଖତ ସ୍ଥିତ ବାୟଲା ଗାଁରୁ ବିକାଶନଗର ଯାଉଥିବା ଏକ ବୋଲେରୋ ବାୟଲା-ପିଙ୍ଗୁୱା ରାସ୍ତାରେ…
Read More...

ଉତ୍ତରାଖଣ୍ଡ ରାଜ୍ୟପାଳ ଭାବେ ଶପଥ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ

ଡେରାଡୁନ: ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ବୁଧବାର ଶପଥ ନେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ଗୁରମିତ ସିଂହ। ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି…
Read More...

ବିଜେପି ଜିଲାସଭାପତିଙ୍କ ଘରେ ବିଳମ୍ବିତ ରାତିରେ ବିସ୍ଫୋରଣ; ଜୋରଦାର ଯାଞ୍ଚ ଜାରି

ଡେରାଡୁନ୍: ଉତ୍ତରାଖଣ୍ଡର ନୈନିତାଲ ବିଜେପି ଜିଲା ସଭାପତି ପ୍ରଦୀପ ବିଷ୍ଟଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ବିସ୍ଫୋରଣର କାରଣ ବିଷୟରେ ଯାଞ୍ଚ…
Read More...