Browsing Tag

dead elephant

ମଳିପଡା ଦଲକ ରାସ୍ତା କଡ଼ରୁ ମୃତ ମାଈ ହାତୀ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଜାତୀୟ ରାଜପଥ କଡ଼ରୁ ୨୦୦ ମିଟର ମଳିପଡା ଦଲକ ରାସ୍ତା କଡରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀର ବୟସ୧୫ବର୍ଷ ହେବ ବୋଲି ଜଣାପଡିଛି। ତେବେ ହାତୀର କେଉଁ କାରଣରୁ ମୃତ୍ୟୁ…
Read More...

ହାତୀର ଗଳିତ ମୃତଦେହ ଠାବ

ଢେଙ୍କାନାଳ :  ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ କୁଟୁରିଆ ଗାଁ ପାଖ ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି। ହାତୀଟିର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।…
Read More...

ହାତୀର ମୃତ୍ୟୁ

ବଣାଇ : ସୁନ୍ଦରଗଡ଼ ଜିଲାର ବଣାଇ ବନଖଣ୍ଡର ଜରଡ଼ା ରେଞ୍ଜରେ ଏକ ହାତୀର ମୃତ୍ୟୁ ହୋଇଛି। ହାତୀଟିର ବୟସ ପ୍ରାୟ ୪ ବର୍ଷ ହେବ ବୋଲି ଏସିଏଫ ଠାରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଇଗୁରି ଜଙ୍ଗଲରେ ଏକ ହାତୀ ପଲରୁ ବାହାରି ଯାଇ…
Read More...

ହାତୀର ମୃତଦେହ ଠାବ

ଆଠଗଡ଼ : କଟକ ଜିଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ସବର ତଇଲା ନିକଟରେ ଏକ ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟିର ମୁହଁରୁ ପ୍ରବଳ…
Read More...