Browsing Tag

dabi patra

ଅତାବିରା ଜନସାଧାରଣଙ୍କ ସମସ୍ୟାକୁ ନେଇ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସିରେ ଦୀର୍ଘଦିନ ଧରି ଲାଗିରହିଛି ଜନସାଧାରଣଙ୍କ ବହୁବିଧ ସମସ୍ୟା । ଆଜି ବି ନାହିଁ ଯାତ୍ରୀ ବିଶ୍ରାମଗାର ବା ପ୍ରତିକ୍ଷାଳୟ । ଛାତ୍ର ଛାତ୍ରୀ ତଥା ଆବାଳ ବୃଦ୍ଧ…
Read More...

ସିଂଗଲପଡା ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଦାବିପତ୍ର

କଂଟାବାଞ୍ଜି : କଂଟାବାଞ୍ଜି ସହର ୱାର୍ଡ ନଂ୧୨,୧୩ରେ ଅବସ୍ଥିତ ସିଂଗଲପଡା ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଜେଡିର ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ସିଂଗଲପଡା ଏବଂ ବେହେରାପଡା ବାସିନ୍ଦା…
Read More...

ତିଲେଶ୍ୱର ଧାନ ମଣ୍ଡିରେ ଧାନ ପୁନଃ କିଣିବାକୁ ସିଏସଓଙ୍କୁ ଦାବିପତ୍ର ପ୍ରଦାନ 

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ତିଲେଶ୍ୱର ଧାନ ମଣ୍ଡିରେ ଧାନ କିଣା ବନ୍ଦ ହୋଇଯାଇଥିବାରୁ ପୁନଃ ଧାନ କିଣିବାକୁ ଅଂଚଳର ଚାଷୀମାନେ ଆଜି ସିଏସଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀନେତା…
Read More...

ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ବାଙ୍କୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା କଂଗ୍ରେସ 

କଳାପଥର(ବାଙ୍କୀ) : ବାଙ୍କୀ ତହସିଲ ଅନ୍ତର୍ଗତ ରଗଡି ଗ୍ରାମପଂଚାୟତର ସୁନାଦେଈପୁର ଏବଂ ଦୁର୍ଗାପୁର ଗ୍ରାମପଂଚାୟତର ଦୁର୍ଗାପୁର(କମଳାବାଗ) ଅଞ୍ଚଳରେ ଦୀର୍ଘ ୪୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଭୂମିହୀନମାନେ ଅସ୍ଥାୟୀ ଭାବେ…
Read More...

ବକେୟା ଦରମା ଓ ପୁନଃନିଯୁକ୍ତି ଦାବିରେ ପିଏଜି ସଂଘର ଦାବୀପତ୍ର

ଫୁଲବାଣୀ : ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ଅଧୀନରେ ଦୀର୍ଘ ୩ ବର୍ଷ ଧରି କାମ କରି ମଧ୍ୟ ପାରିଶ୍ରମିକ ପାଇ ନାହାନ୍ତି ଅସ୍ଥାୟୀ କର୍ମଚାରୀ। ଏନେଇ ମହାମହିମ ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ…
Read More...

ଶ୍ରମିକଙ୍କ ସମସ୍ୟା ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ପାଇଁ ଶ୍ରମିକ ସଂଗଠନର ଚେତାବନୀ 

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୫୦ ହଜାରରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ସମସ୍ତ ଶ୍ରମିକ ସଂଗଠନମାନେ ଆଇନ ପ୍ରଣୟନ ହେବା ଦିନଠାରୁ ଅର୍ଥାତ ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସହାୟତା…
Read More...

ବ୍ରହ୍ମପୁରରେ ବିମାନବନ୍ଦର ଏବଂ ନୟାଗଡ଼-ଗୋପାଳପୁର ରେଳପଥ ପାଇଁ ଦାବୀ

ବୁଗୁଡ଼ା : ବ୍ରହ୍ମପୁରରେ ବିମାନ ବନ୍ଦର ସହ ନୟାଗଡ଼ ଠାରୁ ବୁଗୁଡ଼ା, ପୋଲସରା ଓ ପୁରୁଷୋତ୍ତମପୁର ଦେଇ ଗୋପାଳପୁର ପର୍ୟ୍ୟନ୍ତ ରେଳପଥ ନିର୍ମାଣ ଏବଂ ଗୋପାଳପୁର ଠାରୁ ପାରାଦ୍ବୀପ ପର୍ୟ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ…
Read More...

ଗ୍ରାମ୍ୟ ଉନ୍ନୟନ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ, ଆନ୍ଦୋଳନ ପାଇଁ ଚେତାବନୀ

ଫୁଲବାଣୀ : କନ୍ଧମାଳ ଜିଲା ଟିକାବାଲି ସ୍ଥିତ ତେଙ୍ଗେଡ଼ାପଥର ଗ୍ରାମ୍ୟ ଉନ୍ନୟନ ସମିତିର ଏକ ପ୍ରତିନିଧି ଦଳ ବିିଭିନ୍ନ ସମସ୍ୟା ନେଇ ଆଜି ଟିକାବାଲି ବିଡ଼ିଓଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ସହିତ ଏନେଇ ଏକ…
Read More...

ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କୋଭିଡ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଛଟେଇ କରାଯିବାକୁ ଥିବାବେଳେ ଏହାର ପ୍ରତିବାଦରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀମାନେ…
Read More...

ମଣ୍ଡିରେ ଧାନ ରଖୁ ନ ଥିବା ଅଭିଯୋଗ, ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ୨୨ଟି ସ୍ଥାନରେ ଧାନମଣ୍ଡି ଖୋଲାଯାଇଛି। କିନ୍ତୁ ଜିଲାର ଅନେକ ମଣ୍ଡିରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ଧାନ କ୍ରୟ କରୁନାହାନ୍ତି ବୋଲି…
Read More...