Browsing Tag

cuttack

ଏଥର ଦୀପାବଳିରେ ପରିବେଶ ଉପଯୋଗୀ ବାଣକୁ ଅନୁମତି

କଟକ: ଏଥର ଦୀପାବଳିରେ ଫୁଟିବ ପରିବେଶ ଉପଯୋଗୀ ବାଣ(ଗ୍ରୀନ କ୍ରାକର)। ନୀଖିଳ ଓଡ଼ିଶା ବାଣ ବ୍ୟବସାୟୀ ସଂଘର ଆବେଦନକୁ ଗ୍ରହଣ କରି ଏହିଭଳି ବାଣ ଫୁଟାଇବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ନିର୍ଦିଷ୍ଟ ସର୍ତ୍ତ ଆଧାରରେ…
Read More...

ରାଜ୍ୟ ପୁଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ ଅନୁଷ୍ଠିତ

କଟକ : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଏକ ଶପଥ ପାଠ କାର୍ୟ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ…
Read More...

ଆଜି ୪ଟାରେ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଫଳ

କଟକ: ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଫଳ। ମାଟ୍ରିକ ଫଳ ପ୍ରକାଶ ପାଇବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ବୋର୍ଡ ଦ୍ୱାରା ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶିତ…
Read More...

ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଗିରଫ, ୫ ବର୍ଷ ହେଲା ଫେରାର ଥିଲା

କଟକ: କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁ ସୋମବାର ଗିରଫ ହୋଇଛି। ଦୀର୍ଘ ୫ ବର୍ଷ ହେଲା ଫେରାର ଥିବା ଦିଲୁକୁ ରାୟଗଡ଼ାରୁ ଗିରଫ କରାଯାଇଛି। କଟକ ସହରାଞ୍ଚଳ…
Read More...

ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ଦେଖି ହେବ ସିଧା ପ୍ରସାରଣ

କଟକ: ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ସାଧାରଣ ଲୋକେ ଦେଖି ପାରିବେ। ଏ ନେଇ ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ-୨୦୨୧’ ପ୍ରଣୟନ କରାଯାଇଛି। ଏହି ନୂତନ…
Read More...

କଟକରେ ପୁଣି ବନ୍ଧୁକ ରାକେଟ ଠାବ; ୪ ଗିରଫ, ୧୧ ବନ୍ଧୁକ ଜବତ

କଟକ: କମିଶନରେଟ ପୁଲିସ କଟକ ସହର ମଧ୍ୟରେ ପୁଣି ଏକ ବନ୍ଧୁକ ଚୋର କାରବାର ରାକେଟକୁ ଠାବ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୧୧ଟି ବନ୍ଧୁକ, ୫୧ ରାଉଣ୍ଡ ଗୁଳି ଜବତ କରାଯାଇଛି । ଏ…
Read More...

କଟକରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି !

କଟକ : ସାରା ରାଜ୍ୟରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଦୈନିକ ସଂକ୍ରମଣ ୧୦ ହଜାର ଅତିକ୍ରମ କରୁଥିବା ବେଳେ ସୁନ୍ଦରଗଡ, ଖୋର୍ଦ୍ଧା ଆଦି ସ୍ଥାନରେ ଅଧିକ ସଂକ୍ରମିତ ସଂଖ୍ୟା ରେକର୍ଡ କରାଯାଉଛି।…
Read More...

ନିଆଁରେ ପୋଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣା, ଦୀର୍ଘ ୫ ବର୍ଷ ପରେ ମିଳିବ ୮ ଲକ୍ଷ କ୍ଷତିପୂରଣ

କଟକ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର କେଳା ସାହିରେ ନିଆଁରେ ପୋଡ଼ି ହୋଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାର ୫ ବର୍ଷ ପରେ ଶେଷରେ ମିଳିବ ୮ ଲକ୍ଷ ଟଙ୍କା କ୍ଷତିପୂରଣ। ରାଜ୍ୟ ମାନବାଧିକାର କମିଶନଙ୍କ…
Read More...

ହରିଣ ପାର୍କ ସ୍ଥାନାନ୍ତରଣ ବିରୋଧରେ ବିଡାନାସୀ ଯୁବ ଶକ୍ତି ପକ୍ଷରୁ ଦାବିପତ୍ର ପ୍ରଦାନ

କଟକ: କଟକରୁ ପୁରାତନ ହରିଣ ପାର୍କକୁ ସମ୍ପୂର୍ଣ୍ଣ ରୂପେ ଚନ୍ଦକାକୁ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବିରୋଧ କରି ବିଡାନାସୀ ଯୁବ ଶକ୍ତି ପକ୍ଷରୁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କୁ ଶୁକବ୍ରାର ଦାବି ପତ୍ର ପ୍ରଦାନ…
Read More...

ସ୍ୱେରେଜ କାମ ବେଳେ ଅଘଟଣ: ଚାମ୍ବରରେ ଫସି ୨ ମୃତ, ଜଣେ ଗୁରୁତର

କଟକ: କଟକ ସ୍ଥିତ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ୍ କାମ ଚାଲିଥିବା ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ସ୍ୱେରେଜ ଚାମ୍ବରରେ ଫସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ କଟକ ବଡ଼…
Read More...