Browsing Tag

cuttack news

ପ୍ରଥମ ଥର କଟକ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

କଟକ: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ କଟକ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ତିନିଦିନିଆ ଓଡିଶା ଗସ୍ତ ପୂର୍ବରୁ ଆଜି କାରକେଡ୍ ରିହରସେଲ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା…
Read More...

ଜୁଲାଇ ୨୬ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଜୁଲାଇ ୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ମହାମହିମ ମା’ କଟକ ଚଣ୍ଡୀଙ୍କ ଦର୍ଶନ ସହିତ ଗୋରାକବର,…
Read More...

‘ମନୋରମା ମହାପାତ୍ର ନାରୀସମାଜ ପାଇଁ ପ୍ରେରଣାର ଉତ୍ସ’

ଆଠଗଡ: ବିଶିଷ୍ଟ ସାରସ୍ବତ ସ୍ରଷ୍ଟା, ସମାଜସେବୀ, ପ୍ରବୀଣ ସାମ୍ବାଦିକ, ଓଜସ୍ୱିନୀ ବାଗ୍ମୀ ତଥା ଦୈନିକ ‘ସମାଜ’ର ପ୍ରାକ୍ତନ ସମ୍ପାଦକ ଡଃ ମନୋରମା ମହାପାତ୍ର ସମଗ୍ର ନାରୀଜାତି ପାଇଁ ପ୍ରେରଣାର ଉତ୍ସ ବୋଲି ଜନ୍ମମାଟି…
Read More...

ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ ନିର୍ବାଚନ ; ଜଗମୋହନ ସଭାପତି, ଅଭିଜିତ୍‌ ସମ୍ପାଦକ ନିର୍ବାଚିତ

କଟକ: ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ (ଓଓଏ)ର ସାଧାରଣ ସମ୍ପାଦକ ଭାବେ ଅଭିଜିତ୍‌ ପାଲ ଓ ସଭାପତି ଭାବେ ଜଗମୋହନ ପଟ୍ଟନାୟକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ କମଳାକାନ୍ତ ପାଣ୍ଡେ,…
Read More...

ମାହାଙ୍ଗା ଡବଲ ମର୍ଡର ମାମଲାରେ ଭିକାରୀ ସ୍ବାଇଁ କୋର୍ଟ ଚାଲାଣ; କହିଲେ- ‘ମୋତେ ଫସାଇ ଦିଆଯାଇଛି’

ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ମାମଲାର ଅଭିଯୁକ୍ତ ଭିକାରୀ ଚରଣ ସ୍ୱାଇଁଙ୍କୁ ପୁଲିସର ଏକ ଟିମ୍‌ ଗତକାଲି ରାଉରକେଲାରୁ ଗିରଫ କରିଥିଲା। ମଙ୍ଗଳବାର ଭିକାରୀଙ୍କୁ ସାଲେପୁର ବିଚାର ବିଭାଗୀୟ କୋର୍ଟକୁ ଚାଲାଣ କରିଛି…
Read More...

କଟକ ପୁରୀ ବସ ଷ୍ଟାଣ୍ଡରେ ଜଳିଗଲା ବସ ; କାରଣ ଅସ୍ପଷ୍ଟ

କଟକ : କଟକ ଜିଲା ବାଦାମବାଡିର ଅଞ୍ଚଳରେ ଥିବା ପୁରୀ ବସ ଷ୍ଟାଣ୍ଡରେ ଗୁରୁବାର ଅଗ୍ନିକାଣ୍ଡରେ ଏକ ବସ ଜଳିଯାଇଛି। ଉକ୍ତ ବସଟି ପାର୍କିଙ୍ଗରେ ଥିବା ସମୟରେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ଏକ…
Read More...

 ଯାଦବ ନେତାଙ୍କୁ ଶ୍ରଦ୍ଧାଞ୍ଜଳି

କଟକ : କଟକ ରାଣୀହାଟ ଗୋପାଳ ସାହିର ତ୍ରିଲୋଚନ ନାଟିଆ ଏବଂ ସେକ୍ ବଜାରର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ କଟକ ଟାଉନ ୧୨ ଦେଶ ଯାଦବ ସମୁଦାୟ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଉଭୟ ଯାଦବ ନେତା ଖାଲି ଯାଦବ ସମୁଦାୟର…
Read More...

ଭିଡ଼ିଓ: ଜ୍ବାଇଁ କୁଣିଆ; ପରଷା ଗଲା ୧୦୫ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ଵର: ସାଧାରଣତଃ ଜ୍ଵାଇଁ ଶ୍ଵଶୁର ଘରକୁ ଗଲେ ଭଲ ଚର୍ଚ୍ଚା କରାଯାଇଥାଏ। ସୁସ୍ବାଦୁ ବ୍ୟଞ୍ଜନ ପରସାଯାଏ। କିନ୍ତୁ ଜଣେ ଡାକ୍ତର ଜ୍ଵାଇଁଙ୍କୁ ଶ୍ଵଶୁର ଘରେ ମିଳିଛି ରାଜକୀୟ ସମ୍ମାନ। ଜ୍ଵାଇଁଙ୍କ ପାଇଁ ପରସାଯାଇଛି…
Read More...

୮ କ୍ରୀଡ଼ା ଛାତ୍ରାବାସକୁ ଘରୋଇକରଣ ଯୋଜନା

କଟକ: ଓଡ଼ିଶାକୁ ଦେଶର କ୍ରୀଡ଼ା ହବ୍‌ରେ ପରିଣତ କରିବା ନେଇ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। ହାଇପରଫର୍ମାନ୍‌ସ କେନ୍ଦ୍ର ସହ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରଶିକ୍ଷଣ ନେଇ…
Read More...

ଆସନ୍ତାକାଲି ଠାରୁ କଟକ ସହରରୁ ହଟିବ ସଟ୍‌ଡାଉନ୍

କଟକ: କଟକରେ କରୋନା ସଂକ୍ରମଣ ରୋକିବା ପାଇଁ କରାଯାଇଥିବା ସଟ୍‌ଡାଉନ୍ ଆସନ୍ତାକାଲିଠୁ ହଟିବ। ଏନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ସିଏମସିର ସୂଚନା ଅନୁସାରେ ଆସନ୍ତାକାଲିଠୁ…
Read More...