Browsing Tag

cuttack accident

କଟକ ମେୟରଙ୍କ ଗାଡି ଧକ୍କାରେ ଯୁବକ ଆହତ

କଟକ: କଟକ ମେୟର ସୁବାସ ସିଂଙ୍କ ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। କଟକ ଖାନନଗର ଛକରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସ୍କୁଟି ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ନିଜେ ମେୟର ତାଙ୍କୁ ଏକ…
Read More...

ଚଢିଗଲା ଟ୍ରକ୍: ମାଆ ମୃତ, ବାପାଝିଅ ଗୁରୁତର

କଟକ: କଟକ ନୂଆବଜାର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ମାର ମୃତ୍ୟୁ ଘଟିଥିବାବେଳେ ବାପା, ଝିଅ ଗୁରୁତର ହୋଇଛନ୍ତି।  ବାଇକରେ ଯାଉଥିବାବେଳେ ଟ୍ରକ୍ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବାପାଝିଅଙ୍କୁ…
Read More...

ତ୍ରିଶୁଳିଆ ନେତାଜୀ ସେତୁ ଉପରେ ସଡକ ଦୁର୍ଘଟଣା ; ଚାଳକ ଗୁରୁତର

କଟକ : କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ଏକ ସଡକ ଦୁର୍ଘଟଣା ଘଟିଥିବା ଗୁରୁବାର ଜଣାପଡିଛି। ଦୁର୍ଘଟଣାରେ ଏକ କାର ଓ ଡ଼ମ୍ଫର ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର…
Read More...