Browsing Tag

cuttack

ଆଇଏମଆଇଟିରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର

ଡେସ୍କ: କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି)ରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର ‘ଇଣ୍ଟରନାସନଲ କନଫରେନ୍ସ…
Read More...

୨ଜଣ ଏସପି ଓ ଜଣେ ଜିଲ୍ଲାପାଳ ନିଯୁକ୍ତ

ଭୁବନେଶ୍ୱର: ଢେଙ୍କାନାଳର ନୂଆ ଜିଲ୍ଲାପାଳ ହେଲେ ଅମୃତ ଋତୁରାଜ । ୨୦୧୫ ବ୍ୟାଚର ଏହି ଆଇଏଏସଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।…
Read More...

କଟକ-ଚୌଦ୍ୱାର ଯିବେ ମୁଖ୍ୟମନ୍ତ୍ରୀ, ଓଟିଏମରେ ଟେକ୍ସଟାଇଲ ପାର୍କର କରିବେ ଶିଳାନ୍ୟାସ

କଟକ: ଶନିବାର କଟକ-ଚୌଦ୍ୱାର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୌଦ୍ୱାର ସ୍ଥିତ ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଓଟିଏମର ୪୭୮ ଏକର ଜମିରେ ଆନୁମାନିକ ୩ହଜାର କୋଟି…
Read More...

ବଦଳି ନିୟମିତ ପ୍ରକ୍ରିୟା – ଉଚ୍ଚ ନ୍ୟାୟାଳୟ

କଟକ: ୨୦୧୭ରୁ ଜଣେ ସମ୍ବଲପୁର ଦେବୋତ୍ତର ଅତିରିକ୍ତ ସହକାରୀ କମିସନରଙ୍କ କାର୍ଯ୍ୟାଳୟରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିବା ରବୀନ୍ଦ୍ର କୁମାର ପଟ୍ଟନାୟକ ତାଙ୍କ ବଦଳି ଆଦେଶକୁ ବିରୋଧ କରି ରୁଜୁ କରିଥିବା ମାମଲାକୁ…
Read More...

ଏଥିରେ କଟକ ସହରାଞ୍ଚଳ ପୁଲିସ ଜିଲା ସର୍ବାଗ୍ରେ -ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି

ଭୁବନେଶ୍ୱର, : ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଥିଲାବେଳେ ବିଭିନ୍ନ କାରଣରୁ ଚାଷୀ, ଶ୍ରମିକ,…
Read More...

ସରକାରୀ ବାସଭବନରେ ବିଚାରପତିଙ୍କ ଆତ୍ମହତ୍ୟା

ଡେସ୍କ: ଆତ୍ମହତ୍ୟା କଲେ କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ। ଶୁକ୍ରବାର ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସିଡିଏର ଏକ ଘରୋଇ…
Read More...

କୁଆଖାଇରେ ବୁଡ଼ି ୨ ନିଖୋଜ

ଡେସ୍କ: କୁଆଖାଇ ନଦୀରେ ବୁଡ଼ି ବୁଧବାର ୨ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। କଟକ ପ୍ରତାପନଗରୀ କୁଆଖାଇ ଘାଟରେ ପୋଲ ତଳେ ଗାଧୋଉଥିବା ବେଳେ ଏପରି ଅଘଟଣ ଘଟିଛି। ନିଖୋଜ ନାବାଳକ ଦ୍ବୟ ଭୁବନେଶ୍ବର ପଟିଆ ଅଞ୍ଚଳର ବୋଲି…
Read More...

‘ଅଗ୍ନିପଥ’କୁ ଓଡ଼ିଶାରେ ବିରୋଧ: କଟକରେ ବିକ୍ଷୋଭ, ପୁଲିସର ଲାଠିମାଡ଼

କଟକ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଶୁକ୍ରବାର କଟକରେ ଏହାର ତାତି ଦେଖିବାକୁ ମିଳିଛି। କ୍ୟାଣ୍ଟନାମଣ୍ଟ ରୋଡ୍‌ ସ୍ଥିତ…
Read More...

ଅନୁଭବ-ବର୍ଷା ପାରିବାରିକ ବିବାଦ: ତାଗିଦ୍‌ କଲେ ହାଇକୋର୍ଟ

କଟକ: ଷ୍ଟାର ଦମ୍ପତି ଅନୁଭବ-ବର୍ଷା ପାରିବାରିକ ବିବାଦରେ ହାଇକୋର୍ଟ ଉଭୟଙ୍କୁ ତାଗିଦ୍‌ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ପ୍ରସଙ୍ଗ ନେଇ କୌଣସି ମନ୍ତବ୍ୟ ବା ଭିଡିଓ ପୋଷ୍ଟ ନକରିବାକୁ ସାଂସଦ ଅନୁଭବ…
Read More...

ମହାନଦୀରେ ବୁଡ଼ିଗଲେ ୩ ଯୁବକ: ଜଣେ ଉଦ୍ଧାର, ୨ ନିଖୋଜ

କଟକ: କଟକ ଯୋବ୍ରା ନିକଟରେ ମହାନଦୀରେ ୩ ଜଣ ଯୁବକ ବୁଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଜଣକୁ ଉଦ୍ଧାର କରାଯାଇଛି। ଅନ୍ୟ ଦୁଇ ଜଣ ନିଖୋଜ ଥିବା ସୂଚନା ମିଳିଛି। ତିନି ଯୁବକଙ୍କ ଘର ଚୂନଭାଟି ଚାରିଘରିଆରେ ବୋଲି…
Read More...