ଖାଦ୍ୟରେ ନିଦ ବଟିକା ମିଶାଇ ଘରେ ବୁଲାଇଲେ କଳାକନା; ସ୍ବାମୀ ଓ ପୁଅ ସହ ଚାକରାଣୀ ଗିରଫ
ମାଲିକ ଘରେ କଳାକନା ବୁଲାଇବାକୁ ଚାକରାଣୀ କରିଥିଲା ଯୋଜନା । ଏଥିରେ ସହଯୋଗ କରିଥିଲେ ତାର ପୁଅ ଓ ସ୍ବାମୀ । ଯୋଜନା ଅନୁସାରେ ଚାକରାଣୀ ରୋଷେଇ କରିବା ବେଳେ ସେଥିରେ ନିଦ ବଟିକା ମିଶାଇ ଦେଇଥିଲା । ଘରର ଲୋକମାନେ ସେହି…
Read More...
Read More...