Browsing Tag

Crime news

ଚଳନ୍ତା ଟ୍ରେନରୁ ସ୍ତ୍ରୀଙ୍କୁ ଠେଲିଦେଲେ ସ୍ବାମୀ

ଚଳନ୍ତା ଟ୍ରେନରୁ ନିଜ ସ୍ତ୍ରୀଙ୍କୁ ଠେଲିଦେଲେ ସ୍ବାମୀ। ଟ୍ରେନରୁ ଖସିପଡ଼ିବା ପରେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ମୁମ୍ବଇରେ। ମୁମ୍ବଇର ଏକ ଲୋକାନ ଟ୍ରେନରେ ଯାତ୍ରା ସମୟରେ ଗୋବଣ୍ଡି…
Read More...

ବିଷାକ୍ତ ମଦ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି, ଜିଲାପାଳ ଓ ଏସପି ନିଲମ୍ବିତ

ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବୁଧବାର ୨୦କୁ ବୃଦ୍ଧି ପାଇଛି। ଅନ୍ୟ ୧୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ମାମଲାରେ…
Read More...

ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଗାୟିକା

ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ଗାୟିକା ମୁମ୍ବଇର ଓଶିୱରା ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ଦୟାନନ୍ଦ…
Read More...

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଆଖି ନଷ୍ଟ କରିଦେଲେ ଅଭିଯୁକ୍ତ

ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ଲାଗି ନାବାଳିକାଙ୍କ ଦୁଇଟି ଆଖି ନଷ୍ଟ କରିଦେଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବିହାରର ମଧୁବନୀ…
Read More...

ମହିଳାଙ୍କୁ ବୀଭତ୍ସ ହତ୍ୟା ; କାରଣ ଅସ୍ପଷ୍ଟ

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ନୂଆପୋଖରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ନୂଆପୋଖରୀ ଗାଁରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି।…
Read More...

ଆପ୍‌ ବିଧାୟକ ସୋମନାଥ ଭାରତୀଙ୍କୁ ଗିରଫ କଲା ୟୁପି ପୁଲିସ

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ସୋମନାଥ ଭାରତୀଙ୍କୁ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ଏହି କାରଣରୁ ଉତ୍ତରପ୍ରଦେଶ ପୁଲିସ ସୋମବାର ତାଙ୍କୁ ଗିରଫ କରିଛି। ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ କୋର୍ଟରେ ମାମଲା…
Read More...

କନ୍ୟା ସନ୍ତାନ ଜନ୍ମ ଦେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଗିରଫ

ଗୁଣପୁର: ମିଥ୍ୟା ପ୍ରଲୋଭନ ଦେଖାଇ ଜଣେ ନାବାଳିକା ଛାତ୍ରୀଙ୍କୁ ଗର୍ବଭତୀ କରାଇବା ଏବଂ ନାବାଳିକା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ରାୟଗଡ଼ା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ଶନିବାର ନାବାଳିକା ଜଣକ…
Read More...

ନୂଆ ବର୍ଷରେ ନିଶାସକ୍ତଙ୍କ ଉତ୍ପାତ; ଯୁବକଙ୍କୁ ପିଟି ହତ୍ୟା, ମହିଳା ଗୁରୁତର

ପାଟଣା: ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମ ସଂଲଗ୍ନ ରାଜାଭାଡି ହାଟରେ ନବବର୍ଷ ସନ୍ଧ୍ୟାରେ ୪ ଜଣ ନିଶାସକ୍ତ ଯୁବକ କୁମୁଳାବାହାଳି ଗ୍ରାମର ଜଣେ ଯୁବକକୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ ଯୁବକଙ୍କୁ ଉଦ୍ଧାର…
Read More...

ସିଟ୍‌ରେ ବସିପଡ଼ିବାରୁ… ଶ୍ରେଣୀଗୃହରେ ସହପାଠୀକୁ ଗୁଳି କରି ହତ୍ୟା କଲା ୧୦ମ ଶ୍ରେଣୀ ଛାତ୍ର

ଜଣକ ଆସନରେ ଆଉ ଜଣେ ବସିପଡ଼ିଲା। ବାସ୍‌, ଏତିକି କଥାକୁ ନେଇ ଜଣେ ଛାତ୍ର ତା’ର ସହପାଠୀକୁ ଗୁଳି କରି ହତ୍ୟା କଲା। ଗୁରୁବାର ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ଜଣେ ୧୦ ଶ୍ରେଣୀ ଛାତ୍ର ସ୍କୁଲକୁ…
Read More...

କାର ଭିତରେ ଯୁବତୀଙ୍କୁ ଅସଦାଚରଣ କଲେ ଦୁଇ ବନ୍ଧୁ, ପ୍ରତିବାଦ କରିବାରୁ ଚଳନ୍ତା ଗାଡ଼ିରୁ ଠେଲିଦେଲେ

ବନ୍ଧୁ ପାଲଟିଗଲେ ରାକ୍ଷସ। କାର ଭିତରେ ବାନ୍ଧବୀକୁ ଅସଦାଚରଣ କଲେ। ବାନ୍ଧବୀ ପ୍ରତିବାଦ କରିବାରୁ ଚଳନ୍ତା କାର୍‌ରୁ ତାଙ୍କୁ ଠେଲିଦେଲେ। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି କଲକାତାରେ। ଜନ୍ମଦିନ ପାର୍ଟିରୁ ଦୁଇ ବନ୍ଧୁଙ୍କ…
Read More...