Browsing Tag

Crime

ଗୁଣି ଗାରେଡି ସନ୍ଦେହରେ ପାଲଲହଡା ଖମାର ଥାନା କୁଞ୍ଜାମରେ ଟ୍ରିପଲ ମର୍ଡର

ଅନୁଗୁଳ : ଗୁଣି ଗାରେଡି ସନ୍ଦେହରେ ପାଲଲହଡା ଖମାର ଥାନା କୁଞ୍ଜାମରେ ଟ୍ରିପଲ ମର୍ଡର । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ କୁଂଜାମ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗୁଣି ଗାରେଡି…
Read More...

ବିହାରରେ ବିଜେପି ମୁଖପାତ୍ରଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପାଟନା: ବିହାରର ମୁଙ୍ଗେର ଅଞ୍ଚଳରେ ଜଣେ ବିଜେପି ନେତାଙ୍କୁ ଗୁଳିମାଡ଼ ହୋଇଛି। ବୁଧବାର ମୁଙ୍ଗେରସ୍ଥିତ ଇଭନିଂ କଲେଜ ନିକଟରେ ଦୁର୍ବୃତ୍ତମାନେ ବିଜେପି ମୁଖପାତ୍ର ଡା. ଅଜଫର ଶାମ୍‌ସୀଙ୍କୁ ଗୁଳିମାଡ଼ କରିଛନ୍ତି।…
Read More...

ସିବିଆଇ ଡିଏସପିଙ୍କୁ ଗିରଫ କଲା ସିବିଆଇ, ୫୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଅଭିଯୁକ୍ତଙ୍କୁ ତଥ୍ୟ ବିକିଥିଲେ

ନୂଆଦିଲ୍ଲୀ: ଲାଞ୍ଚଖୋର ଅଧିକାରୀଙ୍କ ବିରୋଧରେ ଅଭିଯାନ ଚଳାଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ନିଜ ବିଭାଗର ଦୁଇ ଅଧିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ସିବିଆଇ ଡିଏସପି ଆର. କେ.…
Read More...

ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା, ଘର ପୋଡି

ବଣେଇ: ସୁନ୍ଦରଗଡ ଜିଲା ବଣେଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଗାଁର କାଳିଆ ଦେହୁରୀ(୫୫)। ଏହି…
Read More...

୧ କୋଟି ଟଙ୍କା ଲାଞ୍ଚ ନେବାବେଳେ ରେଲୱେ ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ୧ କୋଟି ଟଙ୍କା ଲାଞ୍ଚ ନେବା ବେଳେ ରେଲୱେର ଜଣେ ବରିଷ୍ଠ ଅଧିକାରୀ ମହେନ୍ଦ୍ର ସିଂହ ଚୌହ୍ବାନଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ୧୯୮୫ ବ୍ୟାଚ୍‌ର ଅଧିକାରୀ ମହେନ୍ଦ୍ରଙ୍କ ସମେତ ଅନ୍ୟ…
Read More...

ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷଙ୍କୁ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

ଅଗରତାଲା: ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷ ପିଜୁଶ କାନ୍ତି ବିଶ୍ବାସଙ୍କୁ ଆକ୍ରମଣ କରାଯାଇଛି। ରବିବାର ସିପାହୀଜାଲା ଜିଲାରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
Read More...

ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଗାୟିକା

ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ଗାୟିକା ମୁମ୍ବଇର ଓଶିୱରା ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ଦୟାନନ୍ଦ…
Read More...

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଆଖି ନଷ୍ଟ କରିଦେଲେ ଅଭିଯୁକ୍ତ

ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ଲାଗି ନାବାଳିକାଙ୍କ ଦୁଇଟି ଆଖି ନଷ୍ଟ କରିଦେଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବିହାରର ମଧୁବନୀ…
Read More...

ସିଟ୍‌ରେ ବସିପଡ଼ିବାରୁ… ଶ୍ରେଣୀଗୃହରେ ସହପାଠୀକୁ ଗୁଳି କରି ହତ୍ୟା କଲା ୧୦ମ ଶ୍ରେଣୀ ଛାତ୍ର

ଜଣକ ଆସନରେ ଆଉ ଜଣେ ବସିପଡ଼ିଲା। ବାସ୍‌, ଏତିକି କଥାକୁ ନେଇ ଜଣେ ଛାତ୍ର ତା’ର ସହପାଠୀକୁ ଗୁଳି କରି ହତ୍ୟା କଲା। ଗୁରୁବାର ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ଜଣେ ୧୦ ଶ୍ରେଣୀ ଛାତ୍ର ସ୍କୁଲକୁ…
Read More...

ଡାନିଏଲ ପର୍ଲ ହତ୍ୟା ମାମଲା: ଆତଙ୍କବାଦୀ ଉମର ଶେଖକୁ ଜେଲରୁ ମୁକ୍ତ କରିବାକୁ ପାକ୍‌ କୋର୍ଟଙ୍କ ନିର୍ଦେଶ

ଇସଲାମାବାଦ: ଆମେରିକୀୟ ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟାକାରୀ ତଥା ଆତଙ୍କବାଦୀ ଉମର ଶେଖ ଏବେ ଜେଲ୍‌ରୁ ମୁକୁଳିବ। ପାକିସ୍ତାନର ଏକ କୋର୍ଟ ଉମର ସମେତ ୪ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ…
Read More...