Browsing Tag

cricket news

ସଚିନଙ୍କ ରେକର୍ଡ ଭାଙ୍ଗିଲେ ନେପାଳର ଏହି କ୍ରିକେଟର

କାଠମାଣ୍ଡୁ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଅନେକ ବିରଳ ରେକର୍ଡର ଅଧିକାରୀ। ସେସବୁ ରେକର୍ଡ ମଧ୍ୟରୁ ଗୋଟିଏ ରେକର୍ଡ ଭାଙ୍ଗିଛନ୍ତି ନେପାଳର ଜଣେ ୧୫ ବର୍ଷୀୟ କ୍ରିକେଟର କୁସଲ ମାଲ୍ଲା। କୁସଲ…
Read More...

ସଂଘର୍ଷ କରି ହାରିଲା ଭାରତ, ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ: ନବଦୀପ ସଇନି ଓ ରବୀନ୍ଦ୍ର ଜାଡେଜାଙ୍କ କଡ଼ା ସଂଘର୍ଷ ସତ୍ବେ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ସିରିଜ ହାତଛଡ଼ା କରିଛି ଭାରତ। ଦ୍ବିତୀୟ ଦିନିକିଆରେ ୨୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଟିମ୍‌…
Read More...

ଶ୍ରେୟସଙ୍କ ଶତକ ଓ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୩୪୮ ରନ୍‌ର ଟାର୍ଗେଟ ଦେଲା ଭାରତ

ହାମିଲଟନ: ହାମିଲଟନରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୩୪୭ ରନ ସଂଗ୍ରହ କରିଛି। ଶ୍ରେୟସ ଆୟାରଙ୍କ ଶତକୀୟ ଇନିଂସ(୧୦୩ ରନ), କେ.ଏଲ. ରାହୁଲଙ୍କ…
Read More...

ପ୍ରଥମ ଦିନିକିଆ: କୋହଲି, ଶ୍ରେୟସଙ୍କ ଅର୍ଦ୍ଧଶତକ, ମଜଭୁତ୍‌ ସ୍ଥିତିରେ ଭାରତ

ହାମିଲଟନ: ହାମିଲଟନରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ମଜଭୁତ ସ୍ଥିତିରେ ରହିଛି। ଦଳ ୩୫ ଓଭର ଶେଷ ସୁଦ୍ଧା ୩ ଉଇକେଟ୍‌ ହରାଇ ୧୯୯ ରନ ସଂଗ୍ରହ କରିଛି। ଅଧିନାୟକ ବିରାଟ କୋହଲି ୫୧ ରନ୍‌ କରି…
Read More...

ଗ୍ଲୋଭ୍‌ସ ବିବାଦ: ଧୋନୀଙ୍କ ସମର୍ଥନରେ ବିସିସିଆଇ, ଆଇସିସିକୁ ଲେଖିଲା ଚିଠି

ନୂଆଦିଲ୍ଲୀ: ବିଶ୍ଵ କପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନୀଙ୍କ ଗ୍ଲୋଭ୍‌ସରେ ଭାରତୀୟ ସେନାର ‘ବଳିଦାନ ବ୍ୟାଜ୍‌’ ଥିବା ଦେଖିବାକୁ…
Read More...

କୁକ୍‍ ଓ ରୁଟ୍‍ଙ୍କ ଶତକ ପରେ ଭାରତର ବିପର୍ଯ୍ୟୟ

ଲଣ୍ଡନ: ଚଳିତ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍କୁ ନିଜ ନିୟନ୍ତ୍ରଣକୁ ନେଇପାରିଛି ଘରୋଇ ଇଂଲଣ୍ଡ। ଦଳର ଦୁଇ ଅଭିଜ୍ଞ ବ୍ୟାଟ୍‍ସମ୍ୟାନ୍‍ ଆଲଷ୍ଟାୟାର କୁକ୍‍ ଓ ଜୋ ରୁଟ୍‍ଙ୍କ ଶତକ ବଳରେ ଇଂଲଣ୍ଡ ବିଜୟୀ ହେବା ସ୍ଥିତିରେ…
Read More...