Browsing Tag

cow dead

ଓଲଟିଲା କଣ୍ଟେନର, ୫ ଗାଈ ମୃତ

ଯାଜପୁର : ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଗାଁ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇ ୫ଟି ଗୋରୁଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ ଗୋରୁ ମୃତ

ନୀଳଗିରି : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସୋମବାର ୧୦ ଗୋରୁଙ୍କ ମୃତ୍ୟୁ ହୋଇଛି। ନୀଳଗିରି ଅନ୍ତର୍ଗତ ଓଲଡ଼ଙ୍ଗା ଗାଁ ନିକଟ ଚାଷ ଜମିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ୧୧ କେଭରି ବିଦ୍ୟୁତ ତାର…
Read More...

ନିଆଁ ଲାଗି ୭ଗୋରୁ ଜୀବନ୍ତ ଦଗ୍ଧ

ବ୍ରହ୍ମଗିରି : ଗୁହାଳରେ ନିଆଁ ଲାଗି ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୬ଟି ଗୋରୁଙ୍କ ଅବସ୍ଥା ଗୁରୁତର ହୋଇଛି। ଏପରି ଅଭାବନୀୟ ଘଟଣା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହାଣ୍ଡିଶାଳ ଗ୍ରାମରେ ଘଟିଛି। ବୁଧବାର…
Read More...