Browsing Tag

Covid Vaccine

ଜନସନ ଆଣ୍ଡ ଜନସନ କମ୍ପାନୀର ଦାବି ; ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବୀ ଏହି ଟିକା

ଜନସନ ଆଣ୍ଡ ଜନସନ ଆମେରିକୀୟ ଫାର୍ମା କମ୍ପାନୀ କରୋନା ଟିକାକୁ ନେଇ ଏକ ଦାବି କରିଛି। ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିଙ୍ଗଲ ଡୋଜ୍‍ କୋଭିଡ ଟିକା ଡେଲ୍ଟା ଭାରିଆଣ୍ଟକୁ ମାତ୍‍ ଦେବାରେ ସକ୍ଷମ ବୋଲି କମ୍ପାନୀ ଦାବି…
Read More...

ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ ଟିକାକୁ ବ୍ରିଟେନର ମଞ୍ଜୁରି

ଲଣ୍ଡନ: ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ-୧୯ ଟିକାକୁ ବ୍ରିଟେନ ସରକାର ଶୁକ୍ରବାର ମଞ୍ଜୁରି ପ୍ରଦାନ କରିଛନ୍ତି। ଏହା ଦେଶର ମେଡିସିନ୍ସ ଆଣ୍ଡ ହେଲ୍‍ଥକେୟାର ପ୍ରଡକ୍ଟସ ରେଗୁଲେଟୋରୀ ଏଜେନ୍ସି (ଏମଏଚଆରଏ) ପକ୍ଷରୁ…
Read More...

ଭାରତରେ ଜନସନ୍‍ ଆଣ୍ଡ ଜନସନ୍‍ କୋଭିଡ ଟିକା ମିଳିତ ଉତ୍ପାଦନ କରିବ ଆମେରିକା

ୱାଶିଂଟନ: ଭାରତରେ ଜନସନ ଆଣ୍ଡ ଜନସନ୍‍ କୋଭିଡ ଟିକା ମିଳିତ ଭାବେ ଉତ୍ପାଦନ କରିବାକୁ ଆମେରିକା ଯୋଜନା କରିଛି। ଏଥିସହିତ ବିଶ୍ୱର ଟିକା ଚାହିଦା ପୂରଣ ନିମନ୍ତେ ଭାରତର ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ…
Read More...

କରୋନା ଟିକା ନେଲେ ବିରାଟ କୋହଲି, ଫଟୋ ଶେୟାର କରି ଅନ୍ୟମାନଙ୍କୁ ନେବା ପାଇଁ ଅନୁରୋଧ କଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସେମାବାର କରୋନା ଟିକା ନେଇଛନ୍ତି। ସେ ପ୍ରଥମ ପାନ ଟିକା ନେଇଥିବା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ବିରାଟ ଟିକା ନେଉଥିବା ସମୟର ଏକ ଫଟୋ…
Read More...

ତିନି ଦିନ ଭିତରେ ରାଜ୍ୟଗୁଡିକୁ ମିଳିବ ୯ ଲକ୍ଷରୁ ଅଧିକ ପାନ କୋଭିଡ ଟିକା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିକଟରେ ସଂପ୍ରତି ୧ କୋଟି ୪ ଲକ୍ଷ ୩୦ ହଜାର ୬୩ ପାନ କୋଭିଡ ଟିକା ମହଜୁଦ ଅଛି। ଆଗାମୀ ତିନିଦିନ ମଧ୍ୟରେ ସେମାନଙ୍କୁ ୯ ଲକ୍ଷ ପାନରୁ ଅଧିକ ଟିକା…
Read More...

ବେଗୁନିଆ ବ୍ଲକରେ କୋଭିଡ ଟୀକାକରଣ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦେବାଶିଷ ଆଚାର୍ୟ୍ୟ ଙ୍କ ପ୍ରତେକ୍ଷ ତତ୍ୱ।ବଧାନରେ ବେଗୁନିଆ ବ୍ଲକର ବେଗୁନିଆ ,ବୋତଳମା, କଣ୍ଟାବାଡ଼…
Read More...

ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଲେ ଡାକ୍ତର, ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଟିକାକରଣ ସମୟରେ ଜଣେ ଡାକ୍ତର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଦିଲ୍ଲୀର ଲାଲ…
Read More...

ବିପିଏଲ ପରିବାର ଓ ବରିଷ୍ଠ ନାଗରିକଙ୍କୁ ମାଗଣାରେ କରୋନା ଟିକା ଦେବାକୁ ନିରଞ୍ଜନଙ୍କ ଦାବି

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିପିଏଲ ପରିବାର ଏବଂ ବରିଷ୍ଠ ନାଗରିକଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଦାବି କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାକୟ। ଏ ସଂକ୍ରାନ୍ତରେ ସେ ଆଜି…
Read More...

ଓଡ଼ିଶାର ଏହି ବ୍ୟକ୍ତି ନେଲେ ପ୍ରଥମ କରୋନା ଟିକା, ଜାଣନ୍ତୁ କିଏ ?

ଭୁବନେଶ୍ବର: ଓଡ଼ିଶାରେ ଶନିବାରଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ କରାଯାଉଛି। ତେବେ ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ଜଣେ ସଫେଇ କର୍ମଚାରୀ କୋଭିଡ-୧୯ ଟିକା ନେଇଛନ୍ତି। ସେହି…
Read More...

ଅଦର ପୁନାୱାଲ୍ଲାଙ୍କ ସହ କଥା ହେଲେ ନବୀନ, ଓଡ଼ିଶାକୁ ପ୍ରାଥମିକତା ଭିତ୍ତିରେ ମିଳିପାରେ ଟିକା

ଭୁବନେଶ୍ଵର: କରୋନା ଟିକା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନ୍‌ଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଅଦର ପୁନାୱାଲ୍ଲାଙ୍କ ସହିତ ବୁଧବାର କଥା ହୋଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ…
Read More...