Browsing Tag

Covid Death

ଓଡ଼ିଶାରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ନୂଆ ୬୧୬୪ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତଣ ବାହାରକୁ ଯିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ନୂଆ ୬୧୬୪ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୩୫୭୫ ଓ…
Read More...

‘ଲୋକଙ୍କର ବୟସ ବଢୁଛି ସେମାନେ ମରିବେ; କେହି ଅଟକାଇ ପାରିବେନାହିଁ’ : କୋଭିଡ ମୃତ୍ୟୁକୁ ନେଇ ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ…

ଭୋପାଳ: ‘ଲୋକମାନଙ୍କର ବୟସ ବଢୁଛି। ସେମାନେ ବୁଢା ବୁଢୀ ହେଉଛନ୍ତି, ମରିବେ। ତାହାକୁ କେହି ଅଟକାଇ ପାରିବେନାହିଁ।’ ରାଜ୍ୟରେ କୋଭିଡ-୧୯ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଏଭଳି ବିବୃତି ଦେଇ ଏବେ…
Read More...

କରୋନା ଆକ୍ରାନ୍ତ ହୋଇ ଆରଏସପି ଅଧିକାରୀଙ୍କ ମୃତ୍ୟୁ

ରାଉରକେଲା : ଆରଏସପିର କୋଲ କେମିକାଲ ବିଭାଗ (ସିସିଡି)ରେ ସିନିଅର ଅପରେଟିଭ ଭାବେ କାର୍ଯ୍ୟରତ ଅରୁଣ କୁମାର ବେହେରା (୫୫) କରୋନା ଆକ୍ରାନ୍ତ ହୋଇ ଆଇଜିଏଚରେ ମୃତ୍ୟୁ ବରଣ କରିଛନ୍ତି l ଏହା ଦ୍ଵିତୀୟ କରୋନା ଲହର କାଳର…
Read More...

କୋଭିଡରେ ଭଂଜନଗର ମେଡିକାଲର ଡାକ୍ତର ଶିଶିରକାନ୍ତ ସାବତ ମୃତ

ଭଂଜନଗର : ଭଂଜନଗର ଉପଖଣ୍ଡ ସରକାରୀ ହାସ୍ପିଟାଲ ଆଗ ଧାଡିର କୋରନା ଯୋଦ୍ଧା ଡାକ୍ତର ଶିଶିରକାନ୍ତ ସାବତଙ୍କ କୋଭିଡିରେ ମୃତ୍ୟୁ ହୋଇଛି। ବୁଧବାର ଅପରାହ୍ନ ପ୍ରାୟ ୪ଟା ୫୦ ମିନଟ ସମୟରେ ଏହି ଡାକ୍ତରଙ୍କ ମୃତ୍ୟୁ ଘଟିଥିବା…
Read More...

ଆଜି କରୋନାରେ ସର୍ବାଧିକ ୧୦ ମୃତ, ୧୩୦କୁ ବଢ଼ିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ ଆଜି ସର୍ବାଧିକ ୧୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମରୁ ୩, ସୁନ୍ଦରଗଡ଼ ଓ ବାଲେଶ୍ଵରରୁ ୨ ଜଣ ଲେଖାଏ ଏବଂ ଗଜପତି, ରାୟଗଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ମୋଟ ମୃତ୍ୟୁ…
Read More...

ଆଜି କରୋନାରେ ୬ ମୃତ, ଗଲାଣି ୧୨୦ ଜୀବନ

ଭୁବନେଶ୍ଵର: ରାଜ୍ୟରେ ଆଜି କରୋନା ଭୂତାଣୁରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲାର ସର୍ବାଧିକ ୩ ଜଣ ରହିଥିବାବେଳେ ଭଦ୍ରକ, ଗଜପତି ଓ ରାୟଗଡ଼ା ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ମୃତକଙ୍କ ମଧ୍ୟରେ ୪…
Read More...

କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଆଉ ୬ ମୁଣ୍ଡ ନେଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ ଏବଂ ୨ ଜଣ ମହିଳା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ୬ ମୃତକଙ୍କ ମଧ୍ୟରୁ…
Read More...

କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଆଉ ୫ ଜୀବନ ନେଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୩ ଜଣ ରହିଥିବାବେଳେ ଗଜପତି ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା…
Read More...

ଆଉ ୨ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଆଉ ୨ଟି ମୁଣ୍ଡ ନେଇଛି କରୋନା। ମୃତକ ଦ୍ବୟ ଗଞ୍ଜାମ ଜିଲାର। ଜଣକ ବୟସ ୫୧ ବର୍ଷ ହୋଇଥିବାବେଳେ ଅନ୍ୟ ଜଣକ ବୟସ ୩୪ ବର୍ଷ ବୋଲି ଜଣାପଡ଼ିଛି। ୫୧ ବର୍ଷୀୟ ବ୍ୟକ୍ତି ଜଣକ ମେଦବହୁଳତା ଏବଂ ଅନ୍ୟ ଜଣକ…
Read More...