Browsing Tag

Covid-19

ଯୁବପିଢିଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ – WHO ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ : ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଯୁବପିଢିଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୨୦ରୁ ୪୦ ବର୍ଷ ବୟସର ଲୋକଙ୍କ ମଧ୍ୟରେ କରୋନାଭାଇରସ୍ ଦ୍ରୁତ…
Read More...

କନ୍ଧମାଳରେ ଜଣେ କୋଭିଡ୍‍ ଯୋଦ୍ଧାଙ୍କ ସମେତ ୪୪ ନୂଆ ସଂକ୍ରମିତ ଚିହ୍ନଟ

ଫୁଲବାଣୀ : ଜିଲ୍ଲାରୁ ଆଜି ଆଉ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ଜଣେ କୋଭିଡ୍‍ ଯୋଦ୍ଧା (ଫୁଲବାରୀ ମୁଖ୍ୟ ଚିକିତ୍ସାଳୟର ଜନୈକ ଡ଼ାକ୍ତର) ଥିବା ବେଳେ କଣ୍ଟେନମେଣ୍ଟ ଅଞ୍ଚଳରୁ ୩୦, କଣ୍ଟେନମେଣ୍ଟ…
Read More...

ସିଏମ୍‌ କୋଭିଡ -୧୯ ରିଲିଫ ପାଣ୍ଠିକୁ ୯୦ ହଜାର ଟଙ୍କା ଦାନ କରି ଭିକାରୀ ପୁରସ୍କୃତ

ମଦୁରାଇ :  ମଦୁରାର ସଡକରେ ରହୁଥିବା ଜଣେ ଭିକାରୀ ମୁଖ୍ୟମନ୍ତ୍ରୀଙ୍କ କୋଭିଡ -୧୯ ରିଲିଫ ପାଣ୍ଠିକୁ ୯୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ଗତ ତିନି ମାସ ମଧ୍ୟରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏହି ଟଙ୍କା ଦାନ…
Read More...

୫୦ ହଜାର ନିକଟତର କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ପୁଣି ୬୩ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୫୦ ହଜାର ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ୯୪୪ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ରବିବାର ସୁଦ୍ଧା ଦେଶରେ ମୋଟ ୪୯ ହଜାର ୯୮୦ ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇ ପ୍ରାଣ…
Read More...

ମାତ୍ର ୨୭ ଟଙ୍କାରେ ବଜାରରେ ଉପଲବ୍ଧ ହେବ କରୋନା ଔଷଧ, ଉତ୍ପାଦନ ପାଇଁ ଏହି ଭାରତୀୟ କମ୍ପାନୀକୁ ମିଳିଛି ଅନୁମତି

ନୂଆଦିଲ୍ଲୀ : କରୋନା ମହାମାରୀ ଟୀକା ବାହାର କରିବା ପାଇଁ ଭାରତ ସମେତ ଅନେକ ଦେଶ ଚେଷ୍ଟା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଗତ କିଛି ମାସ ମଧ୍ୟରେ କରୋନା ଚିକିତ୍ସା ପାଇଁ ଅନେକ ଔଷଧ ମଧ୍ୟ ବାହାରିଛି। କରୋନା ଚିକିତ୍ସାରେ…
Read More...

କୋଭିଡ-୧୯ର ୭୩ଟି ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କଲେ ଭାରତୀୟ ଗବେଷକ

ଭୁବନେଶ୍ୱର : ପ୍ରଥମ ଥର ପାଇଁ କୋଭିଡ୍‌-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟ୍ରେନ୍‌ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ । ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ…
Read More...

କରୋନାରେ ପୂର୍ବତନ ସାଂସଦଙ୍କ ମୃତ୍ୟୁ, ପରିବାରର ଅନ୍ୟ ୪ ସଦସ୍ୟ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁରେ ସଂକ୍ରମିତ ହୋଇ ଜଣେ ପୂର୍ବତନ ସାଂସଦଙ୍କ ମୃତ୍ୟୁ ଘଟିଛି। ସେ ହେଉଛି ଗାଜିଆବାଦର ପୂର୍ବତନ ସାଂସଦ ସୁରେନ୍ଦ୍ର ଗୋୟଲ। ସେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ…
Read More...

କମୁନି କରୋନା କାୟା; ଦିନକରେ ୧୦୦୭ ମୃତ, ୬୪ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିଚାଲିଛି। ଏହା ହ୍ରାସ ପାଇବାର ନାଁ ଧରୁନାହିଁ। ଦୈନିକ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୪ ହଜାର ୫୫୩ ସଂକ୍ରମିତ…
Read More...

୨୩ ଲକ୍ଷ ଟପିଲା କରୋନା, ପୁଣି ୬୦ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୨୩ ଲକ୍ଷ ଅତିକ୍ରମ କରିଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୬ ହଜାର ପାର୍‌ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୯୬୩ ନୂଆ ସଂକ୍ରମିତ ଚିହ୍ନଟ…
Read More...

କରୋନା ନିରୋଧୀ ଗଦି; ୪ ଘଣ୍ଟାରେ ମରିବେ ଭୂତାଣୁ, ବ୍ୟବହାର କରୁଛନ୍ତି ଏହି ଦାମୀ ଫୁଟ୍‌ବଲର୍‌

ବାର୍ସିଲୋନା: ସମସ୍ତଙ୍କୁ ଘାରିଛି କରୋନା ଭୟ। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବିଶ୍ଵର ସବୁଠୁ ଦାମୀ ଫୁଟବଲ୍‌ ଖେଳାଳି ଲିଓନେଲ୍‌ ମେସୀ। ତେବେ ସେ କରୋନାରୁ ବର୍ତ୍ତିବା ଲାଗି ଏକ ସ୍ବତନ୍ତ୍ର ଉପାୟ ଆପଣାଇଛନ୍ତି। ନିଜେ…
Read More...