Browsing Tag

covid 19 in india update

ଦେଶରେ ଦିନକରେ ୧,୧୦୯ ନୂଆ ଆକ୍ରାନ୍ତ ଚିହ୍ନଟ ; ୧,୨୧୩ ସୁସ୍ଥ

ନୂଆଦିଲ୍ଲୀ : ଦେଶରେ କିଛି ଦିନ ପରେ ପୁଣି ଏକ ହଜାର ଅତିକ୍ରମ କରିଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୧,୧୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୩,୦୬୭କୁ ବୃଦ୍ଧି…
Read More...

ଦେଶରେ ନୂଆ ସଂକ୍ରମିତ ୪୨,୭୬୬ ; ସକ୍ରିୟ ଆକ୍ରାନ୍ତ ହାର ୧.୨୪%

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୪୨,୭୬୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୮,୬୭୩କୁ ବୃଦ୍ଧି ପାଇଛି। ଦିନକରେ ଆଉ ୩୮,୦୯୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ…
Read More...