Browsing Tag

covid

କୋଭିଡ ସଂକ୍ରମଣ ବୃଦ୍ଧି ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିପାରେ: ମୁଡିସ୍‍

ନୂଆଦିଲ୍ଲୀ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଥିବାବେଳେ ବିଭିନ୍ନ ଅଞ୍ଚଳରେ ପୁନଃ ଲକ୍‍ଡାଉନ ଆରମ୍ଭ ହୋଇଛି। ଦେଶର ବାଣିଜ୍ୟ ରାଜଧାନୀ ଭାବେ ପରିଚିତ ମହାରାଷ୍ଟ୍ର ଏହାଦ୍ୱାରା…
Read More...

ଦେଶରେ ଗୋଟିଏ ଦିନରେ ୧,୮୪,୩୭୨ ନୂଆ ସଂକ୍ରମିତ, ୧୦୨୭ ମୃତ

ନୂଆଦିଲ୍ଲୀ: ସମଗ୍ର ଭାରତକୁ ଗ୍ରାସ କରିବାରେ ଲାଗିଛି କରୋନା ମହାମାରୀ। ଦେଶର ସମସ୍ତ ରାଜ୍ୟକୁ ମାଡିଚାଲିଛି ସଂକ୍ରମଣ। ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତାହାସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ…
Read More...

ରାଜ୍ୟରେ ଦୈନିକ ସଂକ୍ରମଣ ୨୦୦୦ ଟପିଲା: ୨୪ ଘଣ୍ଟାରେ ଓଡ଼ିଶାରେ ୨୨୬୭ ନୂଆ ସଂକ୍ରମିତ ଚିହ୍ନଟ; ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ନୂଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୨୦୦୦ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୨୬୭ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…
Read More...

ତିହାର ଜେଲରେ ବ୍ୟାପୁଛି କରୋନା ; ୫୨ କଏଦୀ, ୭ ଜେଲ କର୍ମଚାରୀ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଛି। ଏଭଳି ପରିସ୍ଥିତିରେ ଦେଶର ସର୍ବାଧିକ ସଂଖ୍ୟକ କଏଦୀ ରହୁଥିବା ତିହାର ଜେଲରେ ଏବେ କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଜେଲରେ…
Read More...

ଦେଶରେ ୧.୬୧ ଲକ୍ଷ ନୂଆ ସଂକ୍ରମିତ: ୮୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୭୩୬ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ କରୋନାରେ ଆକ୍ରାନ୍ତ ହୋଇ ୮୭୯ ଜଣଙ୍କର ମୃତ୍ୟୁ ଘଟିଛି। ଏହାଦ୍ୱାରା ଦେଶରେ…
Read More...

ଓଡ଼ିଶାରେ ୧୭୮୪ ନୂଆ କୋଭିଡ ପଜିଟିଭ ଚିହ୍ନଟ: ୨ କୋଭିଡ ସଂକ୍ରମିତ ମୃତ

ଭୁବନେଶ୍ୱର: ମାଡିଚାଲିଛି କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ। କ୍ରମଶଃ ରାଜ୍ୟରେ ଜଟିଳ ହେବାରେ ଲାଗିଛି କରୋନାଜନିତ ପରିସ୍ଥିତି। ଅଧିକରୁ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ଏହି ମହାମାରୀ। ଗତ ୨୪ ଘଣ୍ଟା ମଧ୍ୟରେ…
Read More...

ଦିଲ୍ଲୀରେ ୧୧,୪୯୧ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ନୂଆ ୧୧,୪୯୧ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତବର୍ଷ କୋଭିଡ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ରାଜଧାନୀରେ ଏହା ସର୍ବାଧିକ ସଂକ୍ରମଣ…
Read More...

ସୁପ୍ରିମ କୋର୍ଟର ୫୦%ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ: ଘରେ ରହି ବିଚାର କରିବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ କ୍ଷିପ୍ରଗତିରେ ମାଡିଚାଲିଛି। ଗତ ୧୪ ଘଣ୍ଟା ମଧ୍ୟରେ ଦେଶର ସୁପ୍ରିମକୋର୍ଟର ୫୦%ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହି ରିପୋର୍ଟ…
Read More...

ମୋହନ ଭାଗବତ କରୋନା ସଂକ୍ରମିତ

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡିଛି। ଏହାପରେ ତାଙ୍କୁ…
Read More...