Browsing Tag

cortona virus

କରୋନା ଅପଡେଟ୍ : ବିଶ୍ବରେ ୮୨ଲକ୍ଷ ୬୬ ହଜାର ଆକ୍ରାନ୍ତ, ୪ଲକ୍ଷ ୪୬ ହଜାରରୁ ଅଧିକ ମୃତ

ୱାଶିଂଟନ : ସମଗ୍ର ବିଶ୍ୱରେ କରୋନା ମହାମାରୀ ଏହାର କାୟା ବିସ୍ତାର କରି ଚାଲିଛି। ଇତିମଧ୍ୟରେ ୨୧୩ଟି ଦେଶର ୮୨,୬୬,୭୪୨ ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ୪ଲକ୍ଷ ୪୬,୧୯୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।…
Read More...