Browsing Tag

corona_virus

ଦେଶରେ କରୋନା ; ୨୦ ହଜାର ପାର୍‍ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଗତ କିଛିଦିନ ପରେ ଦେଶରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି। ଦିନକରେ ଆଉ ୨୦ ହଜାର ୫୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୧,୦୭,୫୮୮କୁ ବୃଦ୍ଧି…
Read More...

୨ ଶହ କୋଟି ଡୋଜ ଟପିଲା କରୋନା ଟୀକାକରଣ, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଡେସ୍କ: ଭାରତ କରୋନା ଟୀକାକରଣ ମାମଲାରେ ଇତିହାସ ରଚିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଭାରତରେ ୨ ଶହ କୋଟି ଡୋଜ ଟିକାକରଣ ସମ୍ପୂର୍ଣ ହୋଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ଫ୍ରାନ୍ସରେ ବ୍ୟାପୁଛି କୋଭିଡ୍‌ର ନୂତନ ପ୍ରକରଣ

ପ୍ୟାରିସ୍‌ - ଫ୍ରାନ୍ସରେ ଏବେ କୋଭିଡ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଲଫା ବିଟା ପରେ ଏବେ କୋଭିଡ୍‌ର ଭୂତାଣୁର ନୂତର ଭାରିଆଣ୍ଟ୍‌ ବା ପ୍ରକରଣ ବ୍ୟାପିଥିବା ଫ୍ରାନ୍ସର ସରକାର ସୂଚନା ଦେଇଛନ୍ତି ।…
Read More...

ଦେଶରେ ପୁଣି ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ପୁଣି ଚିନ୍ତା ବଢାଇଛି ଦୈନିକ ସଂକ୍ରମଣ। ଦିନକରେ ଆଉ ୧୨,୨୪୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ୪,୩୩,୩୧,୬୪୫କୁ ବୃଦ୍ଧି ପାଇଛି। ୨୪ ଘଂଟାରେ ଆଉ ୯,୮୬୨…
Read More...

ଦେଶରେ ୧୨ ହଜାର ଟପିଲା ଦୈନିକ ସଂକ୍ରମଣ; ଆଉ ୧୧ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଆଜି ଦେଶରେ ୧୨ ହଜାର କରୋନା ଦୈନିକ ସଂକ୍ରମଣ ପାର୍‌ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ  ୧୨ହଜାର ୨୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ…
Read More...

ଦେଶରେ ଆଉ ୧୧,୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ବି ଦେଶରେ ୧୫ ହଜାର ତଳେ ରହିଛି ଦୈନିକ କରୋନା ସଂକ୍ରମଣ । ଗୋଟିଏ ଦିନରେ ଆଉ ୧୧,୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ…
Read More...

ଓମିକ୍ରନକୁ ହରାଇଲା ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର, (ନି.ପ୍ର): ଆମେରିକା ଓ ବ୍ରିଟେନରେ ତୃତୀୟ ଲହର ‘ଓମିକ୍ରନ’ ଯେଉଁଭଳି ଭାବେ ଜଟିଳ ପରିସ୍ଥିତି ସୃଷ୍ଟି କଲା ଭାରତରେ ସେତେଟା କରିପାରିଲା ନାହିଁ। ଏ ସଂକ୍ରାନ୍ତରେ ଭୁବନେଶ୍ବରସ୍ଥିତ କିମ୍ସ ଡାକ୍ତରଖାନାର ଡା…
Read More...