Browsing Tag

corona vorus

କୋଭିଡ ଆରୋଗ୍ୟ ହାର ୮୭.୦୫ ପ୍ରତିଶତ; ୯ କୋଟିରୁ ଅଧିକ ନମୁନା ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୮୭.୦୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪ ହଜାରରୁ ଅଧିକ ସଂକ୍ରମିତ  ଆରୋଗ୍ୟ ଲାଭ କରିବା ସହ ଆରୋଗ୍ୟଙ୍କ ସଂଖ୍ୟା ୬୩ ଲକ୍ଷ ଅତିକ୍ରମ କରିଛି। ଆରୋଗ୍ୟଲାଭ…
Read More...

ବାଲେଶ୍ଵର ଓ ଜୟପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

ସମାଜ ପୋର୍ଟାଲ ଡେସ୍କ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରୟାସ ଜାରି ରଖିଛନ୍ତି । ଏହାର ଫଳସ୍ୱରୂପ ସୋମବାର ରାଜ୍ୟର ବାଲେଶ୍ୱର ଓ ଜୟପୁରରେ ଗୋଟିଏ ଲେଖାଏଁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।…
Read More...

କରୋନା ସଂକ୍ରମଣ : ଇଟାଲୀରେ ଗୋଟିଏ ଦିନରେ ୪୭୫ ଜଣଙ୍କର ମୃତ୍ୟୁ

ରୋମ : କରୋନା ଭୂତାଣୁ ସଂକ୍ରମଣରେ ଇଟାଲୀରେ ବୁଧବାର ଆଉ ୪୭୫ ଜଣଙ୍କର ମୃତ୍ୟୁ ଘଟିଛି। ଯାହା ସମଗ୍ର ବିଶ୍ୱରେ ଗୋଟିଏ ଦିନରେ ସର୍ବାଧିକ। ଏବେ ଚୀନ୍‍ ବାହାରେ ସର୍ବାଧିକ କରୋନା ଭୂତାଣୁ ମାମଲା ଇଟାଲୀରେ ସାମ୍ନାକୁ…
Read More...

କରୋନା ପ୍ରଭାବ : ଇରାନ୍‍ରୁ ଫେରିଲେ ଆଉ ୫୩ଜଣ ଭାରତୀୟ

ନୂଆଦିଲ୍ଲୀ :  ଇରାନ୍‍ର ତେହେରାନ ଓ ଶିରାଜ୍‍ରୁ ଆଉ ୫୩ଜଣ ଭାରତୀୟ ଚତୁର୍ଥ ପର୍ଯ୍ୟାୟରେ ଆସି ଦେଶରେ ପହଞ୍ଚିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି ସେମାନଙ୍କ ମଧ୍ୟରେ ୫୨ଜଣ…
Read More...

କରୋନା ଅପଡେଟ୍ : ଅକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଲା

ଥିରୁଅନନ୍ତପୁରମ୍ : ଦେଶରେ କରୋନା ଭୁତାଣୁର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେରଳରୁ କାଶ୍ମୀର ଚାରିଆଡେ କରୋନା କାୟା ବିସ୍ତାର କରିଚାଲିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୨…
Read More...