Browsing Tag

Corona virus

୨୪ ଘଣ୍ଟାରେ ୩୮,୬୨୮ ନୂଆ କରୋନା ସଂକ୍ରମିତ

ଦେଶରେ ଆଜି ଗତକାଲି ତୁଳନାରେ ଦୈନିକ ସଂକ୍ରମଣ ହ୍ରାସ ପାଇଛି। ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୬୨୮ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମଣ ୩୧୮୯୫୩୮୫କୁ ବୃଦ୍ଧି ପାଇଛି। ସେହି ସମୟରେ…
Read More...

ଆମେରିକା ରିପବ୍ଲିକାନ୍‌ ବିବରଣୀ ପ୍ରକାଶିତ : ଉହାନରୁ କରୋନା ଉତ୍ପନ୍ନ

ୱାଶିଂଟନ୍‌ : କରୋନା ଭୂତାଣୁ ସୃଷ୍ଟିକୁ ନେଇ ଚୀନ୍ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ‘ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋ​‌େ​‌ଲାଜି’ରୁ କରୋନା ଭୂତାଣୁ ଉତ୍ପନ୍ନ ହୋଇଥିବା ଆମେରିକାର…
Read More...

ହାଉସିଂବୋର୍ଡର ଡମସାହି ଆବଦ୍ଧାଞ୍ଚଳ ଘୋଷିତ

ଆଠଗଡ଼ : ଆଠଗଡ଼ ସହର ନିକଟବର୍ତ୍ତୀ ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହାଉସିଂବୋର୍ଡ କନୋଲୀ ପାର୍ଶ୍ବବର୍ତ୍ତି ଡମସାହିକୁ ୧୦ଦିନ ପାଇଁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ୨ଦିନ ପୂର୍ବରୁ ଆରଟିପିସିଆର ପରୀକ୍ଷା…
Read More...

ଅଗଷ୍ଟ ମଝିରେ ତୃତୀୟ ଲହର

ନୂଆଦିଲ୍ଲୀ : ଆସନ୍ତାମାସ (ଅଗଷ୍ଟ) ମଧ୍ୟ ଭାଗରେ ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆସିବ ଓ ସେପ୍ଟେମ୍ବର ମାସରେ ଏହି ସଂକ୍ରମଣ ଶିଖର ଛୁଇଁବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ପକ୍ଷରୁ ସୋମବାର…
Read More...

ଅଗଷ୍ଟରେ ଆସିବ ନୂଆ ପ୍ରଜାତିର ଭୂତାଣୁ

-ପ୍ରଭାବ ଦ୍ବିତୀୟ ଲହରର ଅଧା,-ଦୈନିକ ସଂକ୍ରମଣ ୧.୫ରୁ ୨ଲକ୍ଷ ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆସିବା ନେଇ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି।…
Read More...

ରାଜ୍ୟରେ କରୋନା – ୨୪ ଘଣ୍ଟାରେ ୪୨ ମୃତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦ ଉପରେ ରହୁଛି। କ୍ରମାଗତ ଭାବରେ କିଛିଦିନ ହେଲା ୪୦ରୁ ଅଧିକ ସଂକ୍ରାମିତଙ୍କର ମୃତ୍ୟୁ ଘଟୁଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କର…
Read More...

ଦିନକରେ ରାଜ୍ୟରେ ନୂଆ ୨୮୭୦ କୋଭିଡ ସଂକ୍ରମିତ ଚିହ୍ନଟ, କଟକରୁ ସର୍ବାଧିକ ୪୪୦

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୫୨ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧୮ ଜଣ ରହିଛନ୍ତି। ଏହି ସମୟ ମଧ୍ୟରେ ଦୈନିକ…
Read More...

‘ଭାଇରସ ସଟ୍ ଆଉଟ’ କାର୍ଡ ର ବେଧଡ଼କ ବିପଣୀ

ବ୍ରହ୍ମପୁର : କରୋନା ମହାମାରୀକୁ ଦୂରେଇବାକୁ ଏବେ ଲୋକଙ୍କ ବେକରେ ଝୁଲୁଛି କାର୍ଡା ଫିତା ସହ ତଳକୁ ଝୁଲି ରହିଥିବା ୫ ରୁ ୬ ସେ.ମି ଲମ୍ବ ୪ ସେ.ମି ଓସାରର ଏହି ନୀଳ ରଙ୍ଗର କାର୍ଡ ଉପରେ ଲେଖାହୋଇଛି ‘ଭାଇରସ ସଟ୍ ଆଉଟ’`…
Read More...

ଆଜି ୬ ଗାଁରେ ସ୍ବତନ୍ତ୍ର ପରୀକ୍ଷା

ଭୁବନେଶ୍ୱର/ଦେବଗଡ଼ : ଓଡ଼ିଶାରେ କରୋନା ଭୂତାଣୁର ଡେଲଟା ପ୍ଲସ୍ ପ୍ରକରଣ ଚିହ୍ନଟ ହେବାକୁ ନେଇ ଆଶଙ୍କା ବଢିଥିବାବେଳେ ଏହା ବିଶେଷ ଘାତକ ନୁହେଁ ବୋଲି କହିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌) ନିର୍ଦେଶକ…
Read More...

ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ; ଗୋଟିଏ ଦିନରେ ୨୯୧୨ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଗୋଟିଏ ଦିନରେ ରାଜ୍ୟରୁ ନୂଆ ୨୯୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୫ ଏବଂ ସ୍ଥାନୀୟ ସଂକ୍ରମିତ…
Read More...