Browsing Tag

corona positive

ରାଜ୍ୟରେ ଆଜି ୧୮୩୩ ନୂଆ କୋଭିଡ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୯୦

ରାଜ୍ୟରେ ଆଜି ୧୮୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୬୨ ଓ ସ୍ଥାନୀୟ ଅଂଚଳରୁ ୭୭୧ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ରାଜ୍ୟରେ…
Read More...

କ୍ରୀଡ଼ାମନ୍ତ୍ରୀ ରିଜିଜୁଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ୪୯ ବର୍ଷୀୟ ରିଜିଜୁ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଶନିବାର କରୋନା ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍‌ ଆସିଛି।…
Read More...

ସିନ୍ଧୁ ସୀମାରେ ମୁତୟନ ଦିଲ୍ଲୀ ପୁଲିସର ୨ ଆଇପିଏସ ଅଧିକାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ସିନ୍ଧୁ ସୀମାରେ ମୁତୟନ ହୋଇଥିବା ଦିଲ୍ଲୀ ପୁଲିସର ୨ ଆଇପିଏସ ଅଧିକାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସିନ୍ଧୁ ସୀମାରେ ଚାଷୀ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ଲାଗି ଏହି ଆଇପିଏସ ଅଧିକାରୀଦ୍ବୟ…
Read More...

ଜଣେ ଡାକ୍ତର ଓ ପୁଲିସ ଅଧିକାରୀଙ୍କ ସମେତ ୬ କୋଭିଡ ଯୋଦ୍ଧା ସଂକ୍ରମିତ

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାରେ ଜଣେ ଡାକ୍ତର ଓ ଜଣେ ପୁଲିସ ଅଧିକାରୀଙ୍କ  ସମେତ ୬ ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ଜିଲ୍ଲାରେ ନୁଆ ୪୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜିର ସଂକ୍ରମିତଙ୍କୁ ମିଶାଇ…
Read More...

ଗର୍ଭବତୀ ମହିଳା କରୋନା ସଂକ୍ରମିତ

ପିପିଲି : ପିପିଲି ବ୍ଲକ ଦୁର୍ଗାଦାଶପୁର ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୦ ବର୍ଷିୟା ଗର୍ଭବତୀ ମହିଳା କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ମହିଳା ଜଣଙ୍କ ୯ ମାସର ଗଭୟବତୀ ହୋଇଥିବା ଜଣାପଡିଛି। ଗତ ୨୩…
Read More...

ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ; ଆରୋଗ୍ୟଙ୍କ ସଂଖ୍ୟା ୩୦୪୭କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦୪୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।…
Read More...

ଜନସାଧାରଣ କ୍ୱାରେଣ୍ଟାଇନ କେନ୍ଦ୍ରଠାରୁ ଦୂରରେ ରୁହନ୍ତୁ : ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ବପୁର : ଗଞ୍ଜାମ ଜିଲ୍ଲାରେ ଆଜି ଆଉ ୧୭ ଜଣ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ…
Read More...

ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତ ସଂଖ୍ୟା ୯୦

ଭୁବନେଶ୍ଵର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ଘର ଭଦ୍ରକ ଜିଲାରେ। ଫଳରେ ଭଦ୍ରକରେ ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦…
Read More...

ଦିଲ୍ଲୀରେ ପିଜା ଡେଲିଭରି ବୟ କରୋନା ପଜିଟିଭ, କ୍ବାରେଣ୍ଟାଇନରେ ୭୨ ପରିବାର

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁର ପ୍ରକୋପ ବଢ଼ି ଚାଲିଥିବାବେଳେ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ପିଜା ଡେଲିଭରି କରୁଥିବା ଜଣେ ଯୁବକଙ୍କଠାରେ କରୋନା ପଜିଟିଭ ଚିହ୍ନଟ…
Read More...