Browsing Tag

Corona news

କରୋନାରୁ ଶୀଘ୍ର ସୁସ୍ଥ ହେବା ଉଦ୍ଦେଶ୍ୟରେ ଖାଆନ୍ତୁନାହିଁ ଏହି ଔଷଧ, ଅଧିକ ବିଗିଡ଼ିଯିବ ସ୍ୱାସ୍ଥ୍ୟାବସ୍ଥା

ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଡାକ୍ତରଖାନାରେ ଆଇସିୟୁ ବେଡ଼୍, ଅକ୍ସିଜେନ୍ ଏବଂ ଔଷଧ ଅଭାବରୁ ମଧ୍ୟ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ…
Read More...

ନବରଙ୍ଗପୁରରେ  ବଢି ଚାଲିଛି କରୋନା ସଂକ୍ରମଣ, ଆଜି ୪୩୩ ନୁଆ ସଂକ୍ରମିତ ଚିହ୍ନଟ

ନବରଙ୍ଗପୁର: ନବରଙ୍ଗପୁର କରନା ସଂକ୍ରମଣ ଙ୍କୁ ନେଇ ପ୍ରଶାସନ ଓ ସରକାର ଅନେକ ସଚେତନ କରୁଛନ୍ତି` ତଥାପି ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବ୍ୟାପିବାରେ ଲାଗିଛି। ପରିସ୍ଥିତି ଅସମ୍ଭାଳ ହେଲାଣି। ନବରଙ୍ଗପୁର…
Read More...

ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୬୪୮୮ଜଣ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୦୪୦୬୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୬୪୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ୪୦୪୦୬୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୮୫ କରୋନା ଆକ୍ରାନ୍ତ…
Read More...

ଆଜି ଭୁବନେଶ୍ବରର ମହାନଗର ନିଗମ ଅଞ୍ଚଳରେ ୮୨୩ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭୦୯

ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ(ବିଏମ୍‌ସି)ରେ ୮୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍‌ ୧୫୦ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍ ୬୭୩ ଚିହ୍ନଟ ହୋଇଛି। ଆଜି ସୁଦ୍ଧା…
Read More...

ମେ’ ଦ୍ବିତୀୟ ସପ୍ତାହ ବେଳକୁ ସଂକ୍ରମଣ ଶୀର୍ଷରେ ପହଞ୍ଚିବାର ଆଶଙ୍କା ରହିଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଆହୁରି ୨୦ ଦିନ କରୋନାର ପ୍ରକୋପ ଦେଖିବାକୁ ମିଳିପାରେ। ମେ’ ଦ୍ବିତୀୟ ସପ୍ତାହ ବେଳକୁ ସଂକ୍ରମଣ ଶୀର୍ଷରେ ପହଞ୍ଚିବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ…
Read More...

କରୋନାରେ କଲମପୁର ଅଞ୍ଚଳରୁ ଗଡିଲା ପ୍ରଥମ ମୁଣ୍ଡ, ପରିବାରରେ ଏବେ ୧୧ ଜଣ ସଂକ୍ରମିତଙ୍କ ଚିହ୍ନଟ

କଲମପୁର: ଅଣାୟତ ହେଉଛି କରୋନା ସଂକ୍ରମଣ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଜି ସୋମବାର କରୋନା ନେଇଛି କଲମପୁର ଅଞ୍ଚଳର ପ୍ରଥମ ମୁଣ୍ଡ। ଆଗକୁ ଅଧିକ ମୁଣ୍ଡ ଗଡିବା ନେଇ ସାଧାରଣରେ ଆତଙ୍କ ଦେଖା ଦେଇଛି।…
Read More...

ଆଜି ଭୁବନେଶ୍ବରରେ ୭୦୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୫୦

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୭୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍ ୧୫୧ ଏବଂ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୫୫୭ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରୁ ମୋଟ ୪୦୬୨୮…
Read More...

ଆଜି ଭୁବନେଶ୍ବରରେ ୬୮୩ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୩୨

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନାର ବିସ୍ଫୋରଣ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ବରରୁ ୬୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
Read More...

ମହାମାରୀ କୋଭିଡ୍‌ ନେଇ ଦେଶର ୪ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ, ଘରେ ସଂଗରୋଧରେ ରହିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ

ନୂଆଦିଲ୍ଲୀ: ଆଜି ମହାମାରୀ କୋଭିଡ୍‌ ନେଇ ଦେଶର ୪ ବରିଷ୍ଠ ଡାକ୍ତରଙ୍କ ଆଲୋଚନା କରିଛନ୍ତି। ଏଥିରେ ନୂଆଦିଲ୍ଲୀର ଏମ୍‌ସ ନିର୍ଦେଶକ ଡା.ରଣଦୀପ ଗୁଲେରିଆ, ମେଦାନ୍ତ ଚେୟାର୍‌ମ୍ୟାନ୍‌ ଡା.ନରେଶ ତ୍ରେହାନ୍‌, ଏମ୍‌ସର…
Read More...

ସମ୍ବଲପୁର ରାଜଘାଟରେ କୋଭିଡ ଶବ ଦାହ ପାଇଁ ଲାଗୁଛି ୭ ହଜାର ଟଙ୍କା

ସମ୍ବଲପୁର: ସରକାର କୋଭିଡ ସଂକ୍ରମିତ ରୋଗୀଙ୍କ ଶବକୁ ମାଗଣାରେ ଦାହ କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ସମ୍ବଲପୁରରେ ଏହି ନିୟମକୁ ଖୋଦ ପ୍ରଶାସନ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବାର ପରିଲକ୍ଷିତ ହେଉଛି। ସରକାର ଜାରି…
Read More...