Browsing Tag

Corona in India

ଭାରତରେ ୧୭ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ପୁଣି ୧୮ ହଜାର ୬୫୩ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବୁଧବାର ୧୭ ହଜାର ଅତିକ୍ରମ କରିଛି। ଦେଶରେ ଗତ ୨୪ ଘଣ୍ଟାରେ ୫୦୭ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଥିବାବେଳେ ଏବେ ସୁଦ୍ଧା ମୋଟ ୧୭ ହଜାର ୪୦୦ ରୋଗୀଙ୍କ ଜୀବନ…
Read More...

କରୋନା ମହାମାରୀ: ପୁଣି ୪୧୮ ମୃତ, ୧୮ ହଜାର ୫୨୨ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ପୁଣି ୪୧୮ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହା ସହିତ ୧୮ ହଜାର ୫୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାର ଏହି ତଥ୍ୟକୁ ମିଶାଇ ଦେଶରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୧୬ ହଜାର ୮୯୩କୁ…
Read More...

ଦୈନିକ ସଂକ୍ରମିତ ସଂଖ୍ୟା ୨୦ ହଜାର ନିକଟତର, ୨୪ ଘଣ୍ଟାରେ ୩୮୦ ରୋଗୀ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ନିକଟତର ହୋଇଛି। ଗତ ଦୁଇଦିନ ହେଲା ନିୟମିତ ଭାବେ ୧୯ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୯ ହଜାର ୪୫୯ କରୋନା…
Read More...

ଚିନ୍ତା ବଢ଼ାଉଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧୬ ହଜାର ୯୨୨ ନୂଆ ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୧ ତାରିଖରେ ଦେଶରେ ୧୪ ହଜାର ୮୨୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ତାରିଖରେ ୧୪ ହଜାର ୯୩୧ ନୂଆ ରୋଗୀ ବାହାରିଥିଲେ।…
Read More...

ଦେଶରେ ପ୍ରଥମ: ଆଜି ଲଞ୍ଚ କରିବ କରୋନାର ଆୟୁର୍ବେଦିକ ଔଷଧ

ହରିଦ୍ବାର: ମହାମାରୀ କରୋନା ଭୂତାଣୁର ଚିକିତ୍ସା ପାଇଁ ଦେଶରେ ପ୍ରଥମ କରି ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି ପତଞ୍ଜଳି। ଯୋଗଗୁରୁ ବାବା ରାମଦେବଙ୍କ ଏହି ସଂସ୍ଥା ଆଜି ଅର୍ଥାତ ଜୁନ ୨୩ରେ ଏହି ଔଷଧର ଲଞ୍ଚ କରିବ। ଔଷଧର…
Read More...

ଭାରତରେ ୧୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୪.୪ ଲକ୍ଷରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୪ ହଜାର ଅତିକ୍ରମ କରିଛି। ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ ମୋଟ ୧୪ ହଜାର ୧୧ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୩୧୨ ଜଣଙ୍କ ମୃତ୍ୟୁ…
Read More...

ଦିନକରେ ୪୪୫ ମୃତ, ୧୪ ହଜାର ୮୨୧ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଜନିତ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୪ ହଜାର ୮୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥି ବାବେଳେ ୪୪୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ…
Read More...

ଭାରତରେ ୪ ଲକ୍ଷ ନିକଟତର କରୋନା; ଦିନକରେ ୧୪,୫୧୬ ସଂକ୍ରମିତ, ୩୭୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ୪ ଲକ୍ଷ ନିକଟତର ହୋଇଛି। ଗୋଟିଏ ଦିନରେ ୧୪ ହଜାର ୫୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଛି। ଏହା…
Read More...

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, କରୋନା ସାଙ୍ଗକୁ ନିମୋନିଆରେ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭୂତାଣୁରେ ସଂକ୍ରମିତ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସେ ଏବେ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ…
Read More...

ଭାରତରେ ନିୟମିତ ବଢୁଛି ଦୈନିକ ସଂକ୍ରମିତ ସଂଖ୍ୟା; ୨୪ ଘଣ୍ଟାରେ ୧୩ ହଜାର ୫୮୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମିତ ସଂଖ୍ୟା ନିୟମିତ ବୃଦ୍ଧି ପାଇବାରେ ଲାଗିଛି, ଯାହା ଏକ ଚିନ୍ତାର ବିଷୟ। ସପ୍ତାହକ ତଳେ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ଭିତରେ ରହୁଥିବାବେଳେ ଏବେ ତାହା…
Read More...