Browsing Tag

Corona in India

ମାସ୍କ ନ ପିନ୍ଧିଲେ କରିବାକୁ ହେବ କରୋନା କେନ୍ଦ୍ରରେ ସେବା

ମାସ୍କ ଏବଂ ସାମାଜିକ ଦୂରତା କରୋନା ଯୁଦ୍ଧର ବଡ଼ ଅସ୍ତ୍ର। ସେଥିଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଅନେକ ରାଜ୍ୟରେ ଏହି ନିୟମ ଉଲ୍ଲଂଘନକାରୀଙ୍କ ପାଇଁ…
Read More...

କରୋନାରେ ପୂର୍ବତନ ସାଂସଦଙ୍କ ମୃତ୍ୟୁ, ପରିବାରର ଅନ୍ୟ ୪ ସଦସ୍ୟ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁରେ ସଂକ୍ରମିତ ହୋଇ ଜଣେ ପୂର୍ବତନ ସାଂସଦଙ୍କ ମୃତ୍ୟୁ ଘଟିଛି। ସେ ହେଉଛି ଗାଜିଆବାଦର ପୂର୍ବତନ ସାଂସଦ ସୁରେନ୍ଦ୍ର ଗୋୟଲ। ସେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ…
Read More...

୨୩ ଲକ୍ଷ ଟପିଲା କରୋନା, ପୁଣି ୬୦ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୨୩ ଲକ୍ଷ ଅତିକ୍ରମ କରିଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୬ ହଜାର ପାର୍‌ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୯୬୩ ନୂଆ ସଂକ୍ରମିତ ଚିହ୍ନଟ…
Read More...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଭୋପାଳ: ଦେଶରେ ପ୍ରଥମ କରି ଜଣେ ମୁଖ୍ୟମନ୍ତ୍ରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ପରୀକ୍ଷା…
Read More...

ଦୈନିକ ସଂକ୍ରମଣ ୫୦ ହଜାର ନିକଟତର, ୩୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏକ ମାସ ଭିତରେ ଦୈନିକ ସଂକ୍ରମଣ ୧୫ ହଜାରରୁ ୫୦ ହଜାର ନିକଟତର ହୋଇଛି। ଅର୍ଥାତ ଗତ ଜୁନ ୨୪ରେ ୧୫ ହଜାର ୯୬୯…
Read More...

ଚିନ୍ତା ବଢ଼ାଉଛି କରୋନା: ଦିନକରେ ସର୍ବାଧିକ ୪୫ ହଜାର ସଂକ୍ରମିତ, ୧୧୨୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଉଦ୍‌ବେଗର ବିଷୟ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ…
Read More...

ଆଜି ୬୪୭ ପଜିଟିଭ୍‌, ଗଞ୍ଜାମରୁ ସର୍ବାଧିକ ୨୨୫

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାର ଆଉ ୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୧୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଜି ଗଞ୍ଜାମ ଜିଲାରୁ…
Read More...

୧୧ ଲକ୍ଷ ଟପିଲା କରୋନା, ଦିନକରେ ୪୦ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗି ଚାଲିଛି। ଗତକାଲି ୨୪ ଘଣ୍ଟାରେ ୩୮ ହଜାର ୯୦୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସର୍ବାଧିକ ୪୦ ହଜାର ୪୨୫ ଆକ୍ରାନ୍ତ ଠାବ ହୋଇଛନ୍ତି।…
Read More...

୧୦ ଲକ୍ଷ ଟପିଲା କରୋନା, ମୃତ୍ୟୁ ସଂଖ୍ୟା ୨୫ ହଜାର ପାର୍‌

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୨୪ ଘଣ୍ଟାରେ ୩୨ ହଜାର ୬୯୫ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ସର୍ବାଧିକ ୩୪ ହଜାର ୯୫୬ ଜଣ ସଂକ୍ରମିତ…
Read More...

କରୋନାର ନୂଆ ରେକର୍ଡ; ଦିନକରେ ସର୍ବାଧିକ ୩୨ ହଜାର ୬୯୫ ସଂକ୍ରମିତ, ୬୦୬ ମୃତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଗତକାଲି ୨୪ ଘଣ୍ଟାରେ ୨୯ ହଜାର ୪୨୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସର୍ବାଧିକ ୩୨ ହଜାର ୬୯୫ ଜଣ ପଜିଟିଭ୍‌ ବାହାରିଛନ୍ତି।…
Read More...