Browsing Tag

coron avirus

ରେକର୍ଡ ଟପିଲା ସଂକ୍ରମଣ : ଦିନକରେ ୧୨,୨୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ  ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…
Read More...

ଟିକାକରଣ କ୍ଷେତ୍ରରେ ଐତିହାସିକ ସଫଳତା : ମାତ୍ର ୮୨ ଦିନରେ ୯,୦୧,୯୮, ୬୭୩ ଜଣଙ୍କୁ ଟିକାଦାନ

ନୂଆଦିଲ୍ଲୀ : କରୋନା ଟିକାକରଣ କ୍ଷେତ୍ରରେ ୯ କୋଟିରୁ ଊର୍ଦ୍ଧ୍ବ ଟିକାଦାନ କରି ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନରେ ଗତକାଲି ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି।…
Read More...

ଆଉ ୧୮ ହଜାର ୮୫୫ କୋରୋନାରେ ଆକ୍ରାନ୍ତ ଚିହ୍ନଟ : ସକ୍ରିୟ ଆକ୍ରାନ୍ତ ହାର ୧.୬୦ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧୮ ହଜାର ୮୫୫ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୨୦ ହଜାର ୦୪୮କୁ ବୃଦ୍ଧି ପାଇଛି । ଦେଶରେ ଚିକିତ୍ସାଧୀନ ସକ୍ରିୟ…
Read More...

ଆସନ୍ତାକାଲିଠାରୁ କରୋନା ଟୀକାକରଣ ଅଭିଯାନ : ଗାଇଡଲାଇନ୍ ଜାରି କଲେ ସରକାର

ଭୁବନେଶ୍ୱର : କରୋନା ମହାମାରୀ ବିରୁଦ୍ଧରେ ସାରା ବିଶ୍ବର ସର୍ବ ବୃହତ ଟୀକାକରଣ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ତେବେ ରାଜ୍ୟ ସରକାର ଟୀକାକରଣ ନେଇ ଗାଇଡଲାଇନ୍ ଜାରି କରିଛନ୍ତି।  ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

କୋଭିଡ ଆରୋଗ୍ୟହାର ୯୬.୧୨ ପ୍ରତିଶତ : ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨.୪୩ %

ନୂଆଦିଲ୍ଲୀ :  ଦେଶରେ କୋଭିଡ ଆରୋଗ୍ୟହାର ବୃଦ୍ଧି ପାଇ ୯୬.୧୨ ପ୍ରତିଶତରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୯୯ଲକ୍ଷ ଲୋକ ଆରୋଗ୍ୟଲାଭ କରିସାରିଛନ୍ତି। ଗତ ୨୪ଘଣ୍ଟା ଭିତରେ ୨୨ ହଜାର ୯୦୦ ଆରୋଗ୍ୟ ଲାଭ କରିବା ସହ ଦୈନିକ ଆରୋଗ୍ୟ…
Read More...

ଆଉ ୧୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ : ମୃତ୍ୟୁ ସଂଖ୍ୟା ୧୨୮୪କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ତେବେ ରାଜ୍ୟରୁ  ବୁଧବାର ଆଉ ୧୨ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ…
Read More...

ଚୁଡ଼ାନ୍ତ ପର୍ଯ୍ୟାୟରେ ତିନୋଟି ଟିକା; ପଡ଼ୋଶୀ ଦେଶ ସହ ମିଶି ଗବେଷଣା ଚଳାଇଛି ଭାରତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କୋଭିଡ୍‍-୧୯ ପରିସ୍ଥିତି ଓ ଦେଶରେ କୋଭିଡ୍‍ ପ୍ରତିଷେଧକ ପହଞ୍ଚାଇବା, ବଣ୍ଟନ କରିବା ଓ ଏହା କିପରି  ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ପ୍ରସ୍ତୁତିର ସମୀକ୍ଷା…
Read More...

ଆଉ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୫୫

ଭୁବନେଶ୍ଵର : ମଙ୍ଗଳବାର ରାଜ୍ୟରୁ ଆଉ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫,୬୭୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୫୫, କଟକରୁ ୨୩୦ ଓ ଷ୍ଟେଟ ପୁଲରୁ ୨୧୧…
Read More...

ରେକର୍ଡ ସଂଖ୍ୟକ ୯୫ ହଜାରରୁ ଅଧିକ ସୁସ୍ଥ : ଆରୋଗ୍ୟ ହାର​ରେ ଆମେରିକାକୁ ଟପି ଏକ ନମ୍ବରରେ ଭାରତ

ନୂଆଦିଲ୍ଲୀ :  ଦେଶରୁ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୯୫ ହଜାର ୮୮୦ ଜଣ କରୋନ ସଂକ୍ରମିତ  ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କୋବିଡ ଆରୋଗ୍ୟ ହାର ୭୯. ୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା…
Read More...

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ କରୋନା : ପିଜିଆଇ ଲକ୍ଷ୍ନୌରେ ଭର୍ତ୍ତି

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କଲ୍ୟାଣ ସିଂଙ୍କ କରୋନା ରିପୋର୍ଟ ପଜିଟିଭ୍ ବୋଲି ଜଣାପଡିଛି । ତାଙ୍କୁ ପିଜିଆଇ ଲକ୍ଷ୍ନୌରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ…
Read More...