Browsing Tag

congress press meet

ବିଜେଡି ଓ ବିଜେପିର ମୁଖା ଖୋଲିବ ନିର୍ବାଚନୀ ବଣ୍ଡ

ଲାଞ୍ଜିଗଡ଼: ଓଡ଼ିଶାର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାର ରାଜ୍ୟ ତଥା ଦେଶକୁ ଲୁଟୁଛନ୍ତି । ଦୁର୍ନୀତିରେ ବୁଡ଼ି ରହିଛନ୍ତି ଉଭୟ ସରକାର । ରାଜ୍ୟରେ ୨୪ ବର୍ଷର ଶାସନ କାଳରେ ନବୀନ ବାବୁ ଓଡ଼ିଶାକୁ ତଳିତଳାନ୍ତ…
Read More...

୩ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡା ସମାଲୋଚନା କଲେ ବିଜୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୧୭ ତାରିଖରେ ଲୋକାର୍ପଣ ହେବାକୁ ଥିବାବେଳେ ଏଥିପାଇଁ ହୋମଯଜ୍ଞ ଆରମ୍ଭ ହୋଇଯାଇଛି। ସମାରୋହରେ କଂଗ୍ରେସକୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ହେଲେ ଏହି ସମାରୋହରେ…
Read More...

କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା କଂଗ୍ରେସ

ନବରଙ୍ଗପୁର: କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ବା ଦେୟ ମୁକ୍ତ ବିଦ୍ୟୁତ ସଂଯୋଗ ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ…
Read More...

‘ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜନୀତି କରୁଛି ବିଜେଡି : କଂଗ୍ରେସ

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଗାଁ, ଆମ ବିକାଶ’ ନାଁରେ ପିପିଲି ବ୍ଲକ ଓ ପିପିଲି ପୌରାଂଚଳ ଏବଂ ଡେଲାଙ୍ଗ ବ୍ଲକ ପାଇଁ ପୃଥକ୍ ପୃଥକ୍ ଭାବେ ଦୁଇଟି ସାଧାରଣ…
Read More...

ପାଇଖାନା ଏବଂ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦୁର୍ନୀତିର ପର୍ଦ୍ଦାଫାସ୍ କରିବ…

ନବରଙ୍ଗପୁର: ନବରଙ୍ଗପୁର ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନ ଠାରେ ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।…
Read More...

ବଧୂହତ୍ୟା ଘଟଣା ସମ୍ପର୍କିତ ଅଡିଓ ଟେପକୁ ନେଇ କଂଗ୍ରେସର ଅଭିଯୋଗ

ନବରଙ୍ଗପୁର: ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ ପକ୍ଷରୁ ଉମରକୋଟ ଥାନା ଅନ୍ତର୍ଗତ ବଡକୁମାରୀ ୟୁଭି-୫୨ ଗାଁର ବଧୂହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କର ମା’ଙ୍କ…
Read More...

ଚୋରା ବାଲି ଚାଲାଣକୁ ବିରୋଧ ; କଂଗ୍ରେସ ପକ୍ଷରୁ ଭୂ-ସୁରକ୍ଷା ଆନ୍ଦୋଳନ ଚେତାବନୀ

ନବରଙ୍ଗପୁର : ଜିଲା କଂଗ୍ରେସ କମିଟି ପକ୍ଷରୁ ନବରଙ୍ଗପୁର ଜିଲାରେ ବେଆଇନ ଭାବେ ଅବାଧରେ କୋଟିକୋଟି ଟଙ୍କାର ବାଲି ଚୋରା ଚାଲାଣ କରାଯାଉଥିବାରୁ ତୀବ୍ର ପ୍ରତିକ୍ରିୟା  ପ୍ରକାଶ ପାଇଛି। ଏହି ଅବସରରେ ଜିଲା କଂଗ୍ରେସ…
Read More...

ନବରଙ୍ଗପୁର ଜିଲାରୁ ବାହାର ଜିଲ୍ଲା ଓ ରାଜ୍ୟକୁ ବାଲି ଚାଲାଣ ବନ୍ଦ କରିବାକୁ ଅଣ୍ଟା ଭିଡିଲା କଂଗ୍ରେସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଏକ ମୁଠା ବାଲି ଓ ଇଞ୍ଚେ ପଥର ଜିଲ୍ଲା ବାହାରକୁ ଯିବାକୁ ଦେବୁନାହିଁ। ବାଲି ଓ ପଥର ମାଫିଆଙ୍କ ତହସିଲଦାରମାନଙ୍କ ସହ ମଧୁଚନ୍ଦ୍ରିକାକୁ ଚଳିବାକୁ ଦେବୁନାହିଁ। ଏଥିସହ ଜିଲ୍ଲାରେ ତିଆରି…
Read More...

ରାସ୍ତା ଅବସ୍ଥାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

କଳାପଥର: ବାଙ୍କୀର ବିକାଶର ଚିତ୍ର ପଛ ଘୁଞ୍ଚା ଦେଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ କଂଗ୍ରେସ ନେତା ଡ.ଦେବାଶିଷ ପଟ୍ଟନାୟକ। ଜନସାଧାରଣଙ୍କୁ ବାଙ୍କୀ ବିକାଶର ସ୍ୱପ୍ନ ଦେଖାଇ ଛଳନା…
Read More...