Browsing Tag

china

ଚାଇନା ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ୱେବସାଇଟ୍‍ ହ୍ୟାକ୍‍ କରିବା ଉଦ୍ୟମ ଜାରି ରଖିଛି

କୋଲକାତା: ଚାଇନା ସରକାର ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଅନ୍ୟାନ୍ୟ ବହୁ ମନ୍ତ୍ରଣାଳୟର ୱେବସାଇଟ୍‍ ହ୍ୟାକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସେମାନେ ଟାର୍ଗେଟ କରିଛନ୍ତି। ତାହାସହିତ ଭାରତର କେତେକ ଏରୋସ୍ପେଶ୍‍…
Read More...

ନୂଆ ମହାକାଶ କେନ୍ଦ୍ରକୁ ଗଲେ ଚୀନର ପ୍ରଥମ ତିନି ମହାକାଶଚାରୀ

ବେଜିଂ: ମହାକାଶରେ ଚୀନ ଅବସ୍ଥାପିତ କରିଥିବା ନୂଆ ମହାକାଶକେନ୍ଦ୍ର ଅଭିମୁଖେ ଦେଶର ପ୍ରଥମ ମହାକାଶଚାରୀ ଦଳ ଯାତ୍ରା କରିଛନ୍ତି। ଏହି ଦଳରେ ତିନିଜଣ ସଦସ୍ୟ ରହିଛନ୍ତି। ସେମାଙ୍କୁ ନେଇ ଚୀନର ଲଙ୍ଗ ମାର୍ଚ୍ଚ-୨ଏଫ ରକେଟ…
Read More...

ଜିଆନ୍‍ ଏଚ-୨୦ ବୋମାବର୍ଷୀ ବିମାନର ଚୂଡାନ୍ତ ପରୀକ୍ଷା ଚାଲିଛି ଲଦାଖ ସୀମାନ୍ତରେ

ବେଜିଂ: ପୂର୍ବ ଲଦାଖରେ ଭାରତୀୟ ସୈନ୍ୟଙ୍କ ସହିତ ଚୀନ ସୈନ୍ୟ ସାମନା ସାମନି ହେବା ବର୍ଷେ ହେଲାଣି। ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ଓ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ନକରିବାକୁ ଦୁଇପକ୍ଷର କୋର…
Read More...

ଚୀନର ନୂଆ ଆଇନ; ଦେଶର ଯବାନଙ୍କୁ ସମାଲୋଚନା କରାଯାଇପାରିବ ନାହିଁ

ବେଜିଂ: ଚୀନ ସରକାର ଦେଶରେ ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ସୈନ୍ୟବାହିନୀ ସହାୟତାରେ ସବୁକିଛି ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଦେଶର ସରକାର ଏହି ନୂଆ ଆଇନରେ ସୈନ୍ୟବାହିନୀ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ…
Read More...

ଚୀନରେ ବିଦେଶୀ କଟକଣା ବିରୋଧରେ ନୂଆ ଆଇନ ଗୃହୀତ

ବେଜିଂ: ଚୀନ ସରକାର ବିଦେଶୀ କଟକଣା ବିରୋଧରେ ଏକ ନୂଆ ଆଇନ ଗୃହୀତ କରାଇଛି। ବାଣିଜ୍ୟ ଓ ମାନବାଧିକାର ପ୍ରସଙ୍ଗକୁ ନେଇ ଆମେରିକା ଏବଂ ୟୁରୋପୀ ସଂଘ ରାଷ୍ଟ୍ରସମୂହର ଚାପ ଏହା ଉପରେ କିଛି ପ୍ରଭାବ ପକାଇ ପାରିନାହିଁ। ବରଂ…
Read More...

ମିଡିଆ ହାଉସ ଖୋଲିବେ ପାକିସ୍ତାନ ଓ ଚୀନ

ବେଜିଂ: ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ସୂଚନା ବିସ୍ତାରବାଦ ନୀତିର ମୁକାବିଲା କରିବାକୁ ପାକିସ୍ତାନ ଓ ଚୀନ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଏହି ଦୁଇ ରାଷ୍ଟ୍ର ସମ୍ମିଳିତ ଭାବରେ ଏକ ମିଡିଆ ହାଉସ ଖୋଲିବେ। ତାହା…
Read More...

ପ୍ରତିକୂଳ ପାଗକୁ ନେଇ ଚିନ୍ତାରେ ଚୀନ ; ୯୦% ସୈନ୍ୟଙ୍କୁ ଅଦଳ ବଦଳ କରୁଛି

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ମୁତୟନ ହୋଇଥିବା ଚୀନ ସୈନ୍ୟମାନେ ପ୍ରତିକୂଳ ପାଗ ପରିସ୍ଥିତି କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ବିଶେଷକରି ମାତ୍ରାଧିକ ଥଣ୍ଡାରେ ସୀମାନ୍ତରେ ରହିବା ସେମାନଙ୍କ ପାଇଁ…
Read More...

ତାଇୱାନ ଆକାଶ ସୀମା ଲଂଘିଲା ଚୀନ ଯୁଦ୍ଧବିମାନ

ତାଇପେ: ତାଇୱାନର ଆକାଶ ସୀମା ଲଂଘନ କରି ଚୀନ ଯୁଦ୍ଧବିମାନ ତାଇୱାନ ମଧ୍ୟରେ ପ୍ରବେଶ କରିଛି। ଏହି ଘଟଣା ଘଟିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଅଧିକ ବୃଦ୍ଧିପାଇଇଚି। ଗତବର୍ଷ ସେପ୍ଟେମ୍ବର ମଧ୍ୟଭାଗରୁ ଚୀନର ଯୁଦ୍ଧ…
Read More...

ଚୀନରେ ପ୍ରତିକୂଳ ପାଗ ଯୋଗୁ ୨୧ ଧାବକ ମୃତ

ବେଜିଂ: ଚୀନରେ ଏକ କ୍ରସ କଂଟ୍ରି ମାଉଣ୍ଟେନ ରେସରେ ଅଂଶଗ୍ରହଣ କରିଥିବା ଧାବକଙ୍କ ମଧ୍ୟରୁ ୨୧ ଜଣ ଭୀଷଣ କୁଆପଥର ମାଡ, ବର୍ଷା, ଅତ୍ୟନ୍ତ ଥଣ୍ଡାପାଗ ଏବଂ ଜୋର୍‍ରେ ପବନ ବହିବା ଭଳି ପ୍ରତିକୂଳ ପାଗ ପରିସ୍ଥିତି କାରଣରୁ…
Read More...

ଚୀନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୪

ବେଜିଂ: ଶନିବାର ପ୍ରତ୍ୟୁଷରେ ଚୀନରେ ଏକ ବଡଧରଣର ଭୂ କମ୍ପ ଅନୁଭୂତ ହୋଇଛି। ଦେଶର କ୍ୱିଙ୍ଗହାଇ ପ୍ରଦେଶରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୨.୪ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…
Read More...