Browsing Tag

Child Line Prevents Child Marriage

ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ

ଟିଟିଲାଗଡ : ଟିଟିଲାଗଡ ସହରର ଏକ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ନାବାଳିକା ଝିଅର ବିବାହ ଉଦ୍ୟମକୁ ସୋମବାର ଚାଇଲ୍ଡ ଲାଇନ ଏବଂ ଆଇସିଡିଏସ ବିଭାଗର ମିଳିତ ଉଦ୍ୟମ କ୍ରମେ ରୋକା ଯାଇପାରିଛି। ଏନେଇ…
Read More...

ବାଲ୍ୟ ବିବାହ ରୋକିଲା ଚାଇଲ୍ଡ଼ ଲାଇନ

ବୌଦ୍ଧ : ଶୁକ୍ରବାର ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଚାଇଲ୍ଡ ଲାଇନ ରୋକିବାରେ ସଫଳ ହୋଇଛି। ସୂଚନା ଅନୁସାରେ ବୌଦ୍ଧ ସହରର ଜଣେ ୧୭ ବର୍ଷର ନାବାଳିକାଙ୍କ ଆଜି…
Read More...

ବାଲ୍ୟ ବିବାହ ରୋକିଲା ଚାଇଲଡ ଲାଇନ

ଫୁଲବାଣୀ : କନ୍ଧମାଳ ଚାଇଲଡ ଲାଇନ ପକ୍ଷରୁ ଆଜି ଆଉ ଏକ ବାଲ୍ୟ ବିବାହ ବନ୍ଦ କରାଯାଇଛି।  ମିଳିଥିବା ସୂଚନା ମୁତାବକ ଚକାପାଦ ଥାନା ବ୍ରାହ୍ମଣପାଦ ପଂଚାୟତର ଜନୈକା ନାବାଳିକା ଝିଅ ସହ ସେହି ଅଂଚଳର ଜଣେ ଯୁବକର ବିବାହ…
Read More...