Browsing Tag

child deadbody

ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଠାବ

ଜୟପୁର : ଜୟପୁରର ପାରାବେଢାର ଏକ ସପିଂ ମଲ୍‌ ସାମ୍ନା ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁ ପୁତ୍ରକୁ କେହି ମାରି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଅଳିଆ ଗଦାରେ ଶିଶୁର ମୃତଦେହ…
Read More...

ପୋଖରୀ ହୁଡାରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ବଣାଇ : ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଏପରି ଘଟଣା ବଣାଇ ଥାନା ଜଗନ୍ନାଥପୁର ନିକଟରେ ଦେଖିବାକୁ ମିଳିଛି। ପୋଖରୀ ହୁଡାରେ ଶିଶୁ ପୁତ୍ରର ମୃତଦେହ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ। ତାପରେ…
Read More...

ଶିଶୁର ମୁଣ୍ଡ ବିହୀନ ଶବ ଉଦ୍ଧାର

କଣ୍ଟାବାଞ୍ଜି: ଜଣେ ୯ ବର୍ଷର ଶିଶୁର ମୁଣ୍ଡବିହୀନ ଶବ ଉଦ୍ଧାର ହୋଇଛି। ବଲାଙ୍ଗୀର ଜିଲା ସିନ୍ଧେକେଲା ଗାଁ ଠାରୁ ୫କିଲୋମିଟର ଦୂର ଶୁଣ୍ଢିମୁଣ୍ଡାରେ ଶିଶୁଟିର ଶବ ଉଦ୍ଧାର ହୋଇଛି। ପରିବାର ଲୋକେ ଶିଶୁଟିର ମୃତଦେହକୁ…
Read More...