Browsing Tag

chandabali

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା; ପୂର୍ବତନ ଓଆଇଏସ୍‌ ଅଧିକାରୀଙ୍କ ସମେତ ୨ ଗିରଫ

ଚାନ୍ଦବାଲି : ୱେବ୍ ଚ୍ୟାନେଲ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏକାଧିକ ଲୋକଙ୍କ ସମ୍ପୃକ୍ତି ଏହି ଘଟଣାକୁ ଅଧିକ ରହସ୍ୟାବୃତ୍ତ କରୁଛି। ଏହି ହତ୍ୟା ମାମଲାରେ ସୋମବାର…
Read More...

କୋଇଲା ଚୋରି ରୋକିବାକୁ ଯାଇ ୨ ଆର୍‌ପିଏଫ୍‌ କର୍ମଚାରୀ ଗୁରୁତର

ଚାନ୍ଦବାଲି: ଚୋରା କୋଇଲା ଜବତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଆରପିଏଫ୍‌ କର୍ମଚାରୀ। ଏପରି ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଅଞ୍ଚଳ ପଲାଶପୁର ଠାରେ। କୋଇଲା ଚୋରା ଚାଲାଣ ରୋକିବାକୁ ଆସିଥିବା…
Read More...