ଚକ୍ରଧର ସେଠୀଙ୍କ ପରଲୋକ samajalive Sep 15, 2021 ପିପିଲି : ରଜକ ମହାସଂଘ ପିପିଲି ମଣ୍ଡଳର ସଭାପତି ଚକ୍ରଧର ସେଠୀଙ୍କର ୮୬ବର୍ଷ ବୟସରେ ତାଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି । ଗତ କିଛିଦିନ ଧରି ସେ ମସ୍ତିଷ୍କ ଜନିତ ରୋଗରେ ପିଡିତ ଥିଲେ। ସେ ଜଣେ… Read More...