ବିଜେଡ଼ିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ Samaja Digital (PM) Dec 6, 2018 0 ଭୁବନେଶ୍ବର : ଗୁରୁବାର ବିଜେଡ଼ିରେ ଯୋଗ ଦେଇଛନ୍ତି କଂଗ୍ରେସ ନେତା ଚକ୍ରଧର ପାଇକ। ଚକ୍ରଧର ମୋହନାର ପୂର୍ବତନ ବିଧାୟକ ଥିଲେ। ସୂଚନା ଅନୁସାରେ ସେ ନବୀନ ନିବାସ ଆସି ବିଜେଡ଼ିରେ ମିଶିଛନ୍ତି। Read More...