Browsing Tag

CBI

ଅର୍ଥ ନେଣଦେଣ ଉପରେ ନଜର ରଖିବ ୧୦ ସଂସ୍ଥା: ସିବିଆଇ ଓ ଗୁଇନ୍ଦା ନିର୍ଦେଶାଳୟକୁ ମିଳିବ ସୂଚନା

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନର ଅର୍ଥ ନେଣଦେଣ ନେଇ ଆୟକର ବିଭାଗର ଏକୀକୃତ ଆତଙ୍କବାଦ ନିରୋଧୀ ସେଲ (ନେଟ୍ ଗ୍ରୀଡ଼) ସିବିଆଇ ସମେତ ୧୦ ତଦନ୍ତକାରୀ ଏଜେନ୍ସି ସହ ତଥ୍ୟ ଆଦାନପ୍ରଦାନ କରିବ । ଏ…
Read More...

୫ ଘଣ୍ଟାରେ ସିବିଆଇ କଲା ୧୦୦ ପ୍ରଶ୍ନ; ଆଡ଼ଭାଣୀ କହିଲେ ମୁଁ ‘ନିର୍ଦୋଷ’

ଅଯୋଧ୍ୟାର ବିବାଦୀୟ ବାବ୍ରୀ ଢ଼ାଞ୍ଚା ଭଙ୍ଗ ଘଟଣାରେ ଶୁକ୍ରବାର ସିବିଆଇ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାଣୀକୁ ଜେରା କରିଛି । ଭିଡ଼ିଓ କନ୍ଫରେନ୍ସିଂରେ ସିବିଆଇ ସ୍ବତନ୍ତ୍ର ଅଦାଲତ ଦିନ ୧୧ଟାରୁ ଅପରାହ୍ନ ୪ଟା…
Read More...

ସିବିଆଇ ବାଟ କିଳିଲେ ଗେହଲଟ; ରାଜ୍ୟ ସରକାରଙ୍କ ବିନା ଅନୁମତିରେ କରିପାରିବ ନାହିଁ ଯାଞ୍ଚ

ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସଚିନ ପାଇଲଟ ରାଜ୍ୟ ସରକାରଙ୍କ ନାକରେ ଷଣ୍ଢୁଆସୀ ଭର୍ତି କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିଦ ହଜି ଯାଇଛି । ପାଇଲଟଙ୍କୁ ନିଜ ମନକୁ ଯାହା ଆସୁଛି ତାହା…
Read More...

କଙ୍ଗନାଙ୍କୁ ସୁବ୍ରମଣ୍ୟମ ସ୍ବାମୀଙ୍କ ସମର୍ଥନ; ଆଇନଗତ ସହଯୋଗ ଯୋଗାଇବାକୁ ପ୍ରସ୍ତାବ

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ସ୍ଥିତିରେ ଅନେକବାର ଅଭିନେତ୍ରୀ କଙ୍ଗନା ରଣାୱତ ସୁଶାନ୍ତ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନେପେଟିଜିମ୍…
Read More...

୭୦୫ କୋଟିର ଦୁର୍ନୀତି; ଜିଭିକେ ଗ୍ରୁପ ଅଧ୍ୟକ୍ଷ ଓ ପୁଅ ନାଁରେ ସିବିଆଇର ମାମଲା

ନୂଆଦିଲ୍ଲୀ: ମୁମ୍ବଇ ବିମାନବନ୍ଦରର ଉନ୍ନତିକରଣ ଏବଂ ରକ୍ଷଣାବେକ୍ଷଣରେ ୭୦୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲା ରୁଜୁ କରିଛି। ଉନ୍ନତିକରଣ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ଵ…
Read More...