Browsing Tag

Case

ପୁଣି ଜେଲ ଗଲା ରାକେଶ, ଆଜି ଝରାଫୁଲ ମୃତ୍ୟୁ ଘଟଣାର ରହସ୍ୟ ଖୋଲିପାରେ ପୁଲିସ

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦିନକୁ ଦିନ ପୁଲିସ ଅଧିକ ତଥ୍ୟ ହାସଲ କରୁଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶକୁ କୋର୍ଟ ପୁଣି ଜେଲକୁ ପଠାଇ ଦେଇଛନ୍ତି। ଗତକାଲି ରାକେଶର ୩ ଦିନିଆ…
Read More...

ପେକ୍ସ କାର୍ଯ୍ୟାଳୟ ଭିତରେ ଗୁଣ୍ଡାରାଜ ; ସମ୍ପାଦକଙ୍କୁ ହତ୍ୟା ଧମକ, ଦେଓଗାଁ ଥାନାରେ ମାମଲା

ବଲାଙ୍ଗିର : ବଲାଙ୍ଗିର ଜିଲା ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ) କାର୍ଯ୍ୟାଳୟରେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକତତ୍ତ୍ୱଙ୍କ ଗୁଣ୍ଡାରାଜ ଚଳାଇଥିବା ଦେଓଗାଁ ଥାନାରେ ଅଭିଯୋଗ ହୋଇଛି। ଦେଓଗାଁ ପେକ୍ସ…
Read More...

ପୋଷା କୁକୁରର ମୃତ୍ୟୁକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୨ରୁ ଅଧିକ ଆହତ

କାନପୁର : ଏକ ପୋଷା କୁକୁରକୁ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶର କାନପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ପୁଲିସ ସୂଚନା ପାଇ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
Read More...

ବିଶିଷ୍ଟ ସନ୍ଥ କେଶବନନ୍ଦ ଭାରତୀଙ୍କ ପରଲୋକ; ଭୂସଂସ୍କାର ପ୍ରସଙ୍ଗରେ ସମ୍ବିଧାନକୁ କରିଥିଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ସମ୍ବିଧାନର ମୌଳିକ ନିୟମ ଗଠନର ଦ୍ରଷ୍ଟ୍ରା ସନ୍ଥ କେଶବନନ୍ଦ ଭାରତୀଙ୍କ ରବିବାର ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ କେରଳର ଇଦାନୀର ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବୟସ ଜନିତ ଅସୁସ୍ଥତା…
Read More...

କେରଳ ସଚିବାଳୟରେ ଅଗ୍ନିକାଣ୍ଡ, ସୁନା ଚୋରା ଚାଲାଣର ପ୍ରମାଣ ନଷ୍ଟ କରିବାକୁ ଷଡଯନ୍ତ୍ର – ବିରୋଧୀ

ଥିରୁଅନନ୍ତପୁରମ : ଥିରୁଅନନ୍ତପୁରମ ସ୍ଥିତ କେରଳ ସଚିବାଳୟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇନଥିବାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଥିବା ଜଣାପଡିଛି। ସୁନା…
Read More...

କୋଭିଡ୍‌ ନିୟମ ଉଲଙ୍ଘନ: ୨୪ଘଣ୍ଟାରେ ୮ମାମଲା, ବନ୍ଧା ହେଲେ ୨୪

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମଇ ୨୦ରୁ ମଇ ୨୧ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୮ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍‌ ଡାଉନ୍‌…
Read More...

ଚୀନ ବିରୋଧରେ ମାମଲା ଦାୟର କଲା ଆମେରିକା

ୱାଶିଂଟନ: କରୋନା ଭୂତାଣୁକୁ ଅଟକାଇବା ଦିଗରେ ବିଳମ୍ବରେ ପଦକ୍ଷେପ ନେଇଥିବା ଚୀନ ବିରୋଧରେ ଆମେରିକା ମାମଲା ଦାୟର କରିଛନ୍ତି। କରୋନା ଏକ ଭୟଙ୍କର ଭୂତାଣୁ ବୋଲି ବେଜିଂ ବିଳମ୍ବରେ ସୂଚନା ଦେବା ଏବଂ ଭୂତାଣୁ ସମ୍ପର୍କରେ…
Read More...